Empire
Advertisment
/odishatv-khabar/media/post_attachments/uploadimage/library/16_9/16_9_0/Empire_1758526952.jpg)
1/8
ସାମ୍ରାଜ୍ୟ
/odishatv-khabar/media/post_attachments/uploadimage/library/16_9/16_9_0/Empire_1758526997.jpg)
2/8
ଭୂମିରୁ ସମୁଦ୍ର ପର୍ଯ୍ୟନ୍ତ, ୫୬ଟି ଦେଶକୁ ନିୟନ୍ତ୍ରଣ କରୁଥିବା ସେହି ସାମ୍ରାଜ୍ୟ, ଯାହାର ଦାସତ୍ୱରେ ଆମେରିକା ମଧ୍ୟ ନତମସ୍ତକ ହୋଇଥିଲା। ଇତିହାସରେ ସବୁଠାରୁ ବଡ଼ ସାମ୍ରାଜ୍ୟ: ବ୍ରିଟିଶ ସାମ୍ରାଜ୍ୟକୁ ଇତିହାସରେ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟ ବୋଲି ଗଣାଯାଏ। ଷୋଡଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ରିଟିଶମାନେ ବିଶ୍ୱର ଅଧିକାଂଶ ଦେଶ ଉପରେ ଶାସନ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/Empire_1758527102.jpg)
3/8
ବ୍ରିଟିଶ ସାମ୍ରାଜ୍ୟକୁ ଇତିହାସରେ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟ ବୋଲି ଗଣାଯାଏ। ଏହି ସାମ୍ରାଜ୍ୟ ଏସିଆରୁ ଆରମ୍ଭ କରି ଆଫ୍ରିକା, ଆମେରିକାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିସ୍ତାରିତ ଥିଲା। ବ୍ରିଟେନ୍ ମୋଟ ୫୬ଟି ଦେଶ ଉପରେ ଶାସନ କରିଥିଲା। ଭାରତ ମଧ୍ୟ ବ୍ରିଟିଶ୍ ସାମ୍ରାଜ୍ୟର ଆଧିପତ୍ୟରୁ ବର୍ତ୍ତି ନ ଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/Empire_1758527147.jpg)
4/8
ବ୍ରିଟିଶ ସାମ୍ରାଜ୍ୟ ବିଶ୍ୱର ପ୍ରାୟ ୨୩% ଜନସଂଖ୍ୟା ଉପରେ ଶାସନ କରିଥିଲା। ଅର୍ଥାତ୍, ବିଶ୍ୱର ପ୍ରତି ଚାରି ଚଣ ଭିତରୁ ଜଣେ ବ୍ୟକ୍ତି ବ୍ରିଟିଶ ସାମ୍ରାଜ୍ୟର ଦାସ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/Empire_1758527202.jpg)
5/8
ବ୍ରିଟିଶ ସାମ୍ରାଜ୍ୟ ଏତେ ବିସ୍ତାରିତ ଥିଲା ଯେ ବିଶ୍ବର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରତି ମୁହୂର୍ତ୍ତରେ ଏହି ସାମ୍ରାଜ୍ୟ ସୂର୍ଯ୍ୟେ।ଦୟ ଦେଖୁଥିଲା। ଏ ସାମ୍ରାଜ୍ୟ ଯେଉଁଠି ଥିଲା, ଦିନର କୌଣସି ନା କୌଣସି ସମୟରେ ସେଠାରେ ସୂର୍ଯ୍ୟ ଉଦୟ ହେଉଥିଲା। ତେଣୁ ଏହାକୁ କୁଯାଯାଉଥିଲା ଯେ- "ଯେଉଁ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ।"
/odishatv-khabar/media/post_attachments/uploadimage/library/16_9/16_9_0/Empire_1758527259.jpg)
6/8
ବ୍ରିଟେନ୍ ଏକ ସମୟରେ ୫୬ରୁ ଅଧିକ ଦେଶ ଉପରେ ଶାସନ କରିଥିଲା, ଯେଉଁଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ, କାନାଡା, କେନିଆ, ଦକ୍ଷିଣ ଆଫ୍ରିକା, ମାଲେସିଆ ଏବଂ ମିଶର ଭଳି ଦେଶ ସାମିଲ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/Empire_1758527297.jpg)
7/8
ବ୍ରିଟିଶ ଶାସନ ସମୟରେ ଇଂରାଜୀ ଭାଷା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଥିଲା। ଆଜି ଇଂରାଜୀ ବିଶ୍ୱର ଦ୍ୱିତୀୟ ସର୍ବାଧିକ କୁହା ଯାଉଥିବା ଭାଷା। ଏହାର ଏକ ବଡ଼ କାରଣ ହେଉଛି ବ୍ରିଟିଶ ସାମ୍ରାଜ୍ୟ।
/odishatv-khabar/media/post_attachments/uploadimage/library/16_9/16_9_0/Empire_1758527469.jpg)
8/8
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us