love story
1/5
ଉତ୍ତରପ୍ରଦେଶ ଯୁବକଙ୍କୁ ବାହା ହେବା ପାଇଁ ସାତ ଦରିଆ ଡେଇଁ ଭାରତରେ ପହଞ୍ଚିଛନ୍ତି ସ୍ୱିଡେନ୍ ତରୁଣୀ । ସେ ପହଞ୍ଚିବା ପରେ ଗତ ଶୁକ୍ରବାର ଦିନ ଏଟାରେ ହିନ୍ଦୁ ପ୍ରଥାରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି।
2/5
ଏଟାର ପବନଙ୍କ ପ୍ରେମକାହାଣୀ ସତରେ ଖୁବ୍ ଫିଲ୍ମି । ଦୀର୍ଘ ୧୦ ବର୍ଷର ଅପେକ୍ଷା ଏବେ ଶେଷ ହୋଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ଜଣେ ସ୍ୱିଡେନ ଝିଅକୁ ବିବାହ କରିବା ପରେ ଚାରିଆଡ଼େ ଚର୍ଚ୍ଚା ହେଉଛି ।
3/5
୨୦୧୨ରେ କ୍ରିଷ୍ଟନ୍ ଫେସ୍ବୁକରେ ପବନ୍ କୁମାରଙ୍କୁ ଭେଟିଥିଲେ । ଡେରାଡୁନରୁ ବି. ଟେକ ପାସ କରିଥିବା ପବନ କୁମାର ଗୋଟାଏ କମ୍ପାନିରେ ଇଞ୍ଜିନିୟର ଭାବେ କାମ କରନ୍ତି ।
4/5
ଏହି ବିବାହକୁ ନେଇ ପବନଙ୍କ ପରିବାର ଖୁବ୍ ଖୁସି ଅଛନ୍ତି । ଧୁମଧାମରେ ଉଭୟଙ୍କ ବିବାହ ହୋଇଛି ।
5/5
ବରଙ୍କ ପିତା କହିଛନ୍ତି, ପିଲାଙ୍କ ଖୁସିରେ ସେମାନଙ୍କ ଖୁସି । ଏ ବିବାହରେ ଆମେ ସମ୍ପୂର୍ଣ୍ଣ ସମ୍ମତି ବୋଲି ସେ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)