ମହାକାଶକୁ ଗଲା PSLV-C54 ରକେଟ୍।
Advertisment
1/5
ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍। ୯ଟି ସାଟେଲାଇଟକୁ ନେଇ ଉତକ୍ଷେପଣ ହେଲା PSLV-C54। ଓସେନସ୍ୟାଟ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ ପଠାଇଛି ଇସ୍ରୋ।
2/5
ପୁଣି ସୀମାରୁ ଜବତ ହେଲା ପାକିସ୍ତାନୀ ଡ୍ରୋନ୍। ଭାରତ-ପାକିସ୍ତାନ ବର୍ଡର ପଞ୍ଜାବ ଅମୃତସର ଅଞ୍ଚଳରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳିକରି ଖସାଇଛି ବିଏସ୍ଏଫ୍। ରାତିରେ ଡ୍ରୋନ୍ ଉଡୁଥିବା ବେଳେ ବିଏସ୍ଏଫ୍ ଯବାନମାନେ ଏହାକୁ ଦେଖିଥିଲେ।
3/5
୨୬.୧୧ ମୁମ୍ବାଇ ଆକ୍ରମଣକୁ ଆଜି ମନେ ପକାଉଛି ସାରା ଦେଶ। ମୁମ୍ବାଇର କାମା ହସ୍ପିଟାଲରେ ଆତଙ୍କବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ଦୁଇ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହସ୍ପିଟାଲର ସମସ୍ତ ଷ୍ଟାଫ ଓ ସୁରକ୍ଷାକର୍ମୀ।
4/5
ଲଣ୍ଡନରେ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ କୁଚିପୁଡ଼ି ନୃତ୍ୟ ପରିବେଷଣ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ଝିଅ ଅନୁଷ୍କା ସୁନକ। ୯ ବର୍ଷିଆ ଅନୁଷ୍କା ୨୦୨୨ ରଙ୍ଗ ଅନ୍ତର୍ଜାତୀୟ କୁଚିପୁଡ଼ି ପ୍ରତିଯୋଗିତାରେ ଗ୍ରୁପ ଡ୍ୟାନ୍ସରେ ନୃତ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us