ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ । ସେ ଥିଲେ ଭାରି କେୟାରିଂ । ଚାକିରି ସହ ପରିବାରକୁ ବି ସମୟ ଦିଅନ୍ତି । ଘରଠୁ ବାହାର, ସମସ୍ତଙ୍କର ସେ ଥିଲେ ପ୍ରିୟ । ନଜର ପକାନ୍ତୁ, ତାଙ୍କ ଜୀବନ କାଳର କିଛି ମଧୁର ସ୍ମୃତି ଉପରେ ।
Published By: Otv Khabar Bureau
Last updated: 09 December 2021, 05:34 PM IST
ବିବାହ ପରେ ପରିବାର ସହ ରାଣା ପ୍ରତାପ ।
ରାଣା ପ୍ରତାପ ତାଙ୍କ ଧର୍ମପତ୍ନୀଙ୍କ ସହ ବିତାଇଥିବା କିଛି ଖୁସିର ମୁହୂର୍ତ୍ତ ।
ବାପା ହେବା ଖୁସିରେ ରାଣା ପ୍ରତାପ । ତାଙ୍କ ପତ୍ନୀଙ୍କ ସହ ଫଟୋସୁଟ୍ କରି ଲେଖିଥିଲେ କିଛି ଏମିତି...
ପାଇଗଲି ମୋର ଜୀବନଧନ...
ପତ୍ନୀ ଓ ଶିଶୁପୁତ୍ର ସହ
କୋଣାର୍କ ମନ୍ଦିର ଆଗରେ ଆମେ ।
ଜଗା ଦୁଆରେ ପରିବାର ସହ ରାଣା ପ୍ରତାପ...
ମଁ ଦେଶପ୍ରେମୀ, ମୁଁ ଆକାଶରେ ଉଡେ...
ବାପାମାଆଙ୍କୁ ନେଇ ଦିଲ୍ଲୀ ବୁଲା...
ପରିବାର ମୋ ପାଇଁ ସ୍ୱର୍ଗ.....
କର୍ମସ୍ଥଳୀରେ ପରିବାର ସହ ...