ବିବିଧ Photo Gallery ଆମେ ପଛେ ଓଦା ହେଉ...କିନ୍ତୁ ଆମ ବହି ସୁରକ୍ଷିତ ଥାଉ... ଭରା ନଈରେ ଏମିତି ନିଜ ଜୀବନକୁ ବାଜିରେ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। କେତେବେଳେ କଣ ବିପଦ ଘଟିବ ତାହା କେହି ବି କହିପାରିବେ ନାହିଁ। ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି...ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି। ଏ ଦୃଶ୍ୟ ହେଉଛି ଗଂଜାମ ସୋରଡାର 02 Aug 2022 18:44 ISTSarbeswar Follow Usବେକେ ପାଣିରେ ସ୍କୁଲ ଯାତ୍ରାAdvertisment 1/4ବେକେ ପାଣିରେ ସ୍କୁଲ ଯାତ୍ରା 2/4ପାଠ ପଢିବା ପୂର୍ବରୁ ନଈ ପହଁରୁଛନ୍ତି ସ୍କୁଲ ପିଲା 3/4ବ୍ୟାଗ୍ ଟେକିକି ରଖ...ନହେଲେ ଓଦା ହେବ 4/4ହାତରେ ଜୋତା, କାନ୍ଧରେ ବ୍ୟାଗ...ଚାଲ ଆମେ ସ୍କୁଲ ଯିବା Read More