People Cross Temporary Narrow Bridge Dangerously In Bhubaneswar
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652001526.jpg)
1/5
ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନେ ଏହି ଅସ୍ଥାୟୀ ପୋଲ୍ ଦେଇ ଯା’ଆସ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652002184.jpg)
2/5
ଛୋଟ ଛୁଆଟି ସାଇକେଲ ଧରି ବିପଦ ସଙ୍କୁଳ ପୋଲ ଅତିକ୍ରମ କରୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652002319.jpg)
3/5
କେତେବେଳେ କ’ଣ ଅଘଟଟ ଘଟିବ, ତାହା କେହିବି ଜାଣି ନାହାନ୍ତି। ତଥାପି ଜୀବନକୁ ପାଣି ଛଡ଼ାଇ ଲୋକମାନେ ଏହି ପୋଲ ଦେଇ ଯା’ଆସ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652002572.jpg)
4/5
ରାତି ପାହିଲେ ସ୍ଥାନୀୟ ଲୋକ ଏହି ପୋଲ ଦେଇ ଯା’ଆସ କରୁଛନ୍ତି। ଦେଖନ୍ତୁ, କିଭଳି ଭାବେ ଜଣେ ମହିଳା ଓ ଛୋଟ ଛୁଆଟି ପୋଲ ଉପରେଚାଲି ଚାଲି ଯାଉଥିବା ବେଳେ ୨ ଜଣ ବାଇକ୍ ଚାଳକ ମଧ୍ୟ ବାଇକ୍ ନେଇ ଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652002649.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us