ବିବିଧ Photo Gallery ବଜ୍ରାଘାତରେ ଜଳିଗଲା ୬ ବଖରା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେର ପଞ୍ଚାୟତ କସଟି ଗାଁରେ ବଜ୍ରପାତ ଯୋଗୁଁ ଘର ଜଳି ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । 23 Apr 2023 13:08 ISTPrangyan Parimita Follow UsLightning strikeAdvertisment 1/4ଘର ଜାଳିଦେଲା ବଜ୍ରପାତ 2/4ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ କଷଟି ଗାଁରେ ଅଗ୍ନିକାଣ୍ଡ 3/4୩ଟି ପରିବାରର ଘରକରଣା ଜିନିଷ ପୋଡ଼ି ପାଉଁଶ 4/4ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି. . ନିସ୍ୱ ହୋଇଗଲା ୬ ପରିବାର Read More