Advertisment

ମନ୍ଦିର ପ୍ରତିଷ୍ଠା ପାଇଁ ବାରିପଦା ଗସ୍ତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ; ଫୁଲ ତୋଡ଼ା ଦେଇ ସ୍ୱାଗତ କଲେ ଲୋକେ

ବାରିପଦାରେ ନିର୍ମାଣ ହୋଇଥିବା ଏକ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବାରିପଦା ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ପ୍ରତିଷ୍ଠା ଅଭିମୁଖେ ଯାଉଥିବା ସମୟରେ ଅପରାଜିତାଙ୍କୁ ଯାଜପୁରର ଜାରକା ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

Aparajita Sarangi On a Visit To Baripada

Aparajita Sarangi On a Visit To Baripada

Advertisment
Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ