agatha
Advertisment
1/5
ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଅଗାଥା ବାତ୍ୟା । ଫଳରେ ଦକ୍ଷିଣ ମେକ୍ସିକୋରେ ଅନେକ କ୍ଷୟକ୍ଷତି ହୋଇଛି ।
2/5
ସାମୁଦ୍ରିକ ଝଡ଼ ପାଇଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 20 ଜଣ ନିଖୋଜ ହୋଇଯାଇଛନ୍ତି ।
3/5
ଦକ୍ଷିଣୀ ସହର ଓକ୍ସାକାର ଗଭର୍ଣ୍ଣର କହିଛନ୍ତି- 'ଆଗଥା' ପ୍ରଭାବ ହେତୁ ଘଣ୍ଟା ପ୍ରତି 165 କିଲୋମିଟର ବେଗରେ ପବନ ବହିଛି । ହୁଆତୁଲକୋ ରିସୋର୍ଟ ନିକଟରେ 3 ନିଖୋଜ ଶିଶୁଙ୍କ ବିଷୟରେ ମଧ୍ୟ ଖବର ରହିଛି।
4/5
୭୩ ବର୍ଷ ପରେ ମେକ୍ସିକୋରେ ଏଭଳି ଭୟଙ୍କର ଝଡ଼ ସୃଷ୍ଟି ହୋଇଛି । ବର୍ତ୍ତମାନ ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। ନିଖୋଜ ଲୋକଙ୍କ ପାଇଁ ସନ୍ଧାନ ଜାରି ରହିଛି ।
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us