Ecuador Earthquake
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679222807.jpg)
1/5
Ecuador Earthquake
2/5
ଇକ୍ୱାଡର୍ ଗୁୟାସରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ବିଲ୍ଡିଂ ସବୁ ଭୁଶୁଡିପଡିଛି ।
3/5
ଏଥିରେ ପାଖାପାଖି ୧୫ ଜଣଙ୍କ ଜୀବନ ଚାଲି ଯାଇଛି । ଭୟରେ ଲୋକମାନେ ରାସ୍ତାରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।
4/5
ଇକ୍ୱାଡର୍ ଓ କୁଏନକା ଭଳି ସହରରେ କ୍ଷତିଗ୍ରସ୍ତ ହୋଇଛି । ଅନେକ ଗାଡି ଓ ବାହାନ ଭଗ୍ନାବଶେଷ ତଳେ ଦବିଯାଇଛି ।
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us