Neem Smoke Repels Mosquitoes Away In Summer
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743854189.jpg)
1/5
ନିମ ପତ୍ର ପୋଡି ଧୂଆଁ କଲେ ମଶାମାନେ ତୁରନ୍ତ ପଳାଇ ଯାଆନ୍ତି। ନିମରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ରହିଛି, ଯାହା କେବଳ ମଶାକୁ ଦୂରେଇ ଦିଏ ନାହିଁ, ବରଂ ପରିବେଶକୁ ମଧ୍ୟ ଶୁଦ୍ଧ କରିଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743779369.jpg)
2/5
ନିମ ପତ୍ରର ଧୂଆଁ କେବଳ କୀଟ-ପତଙ୍ଗକୁ ଘଉଡାଇବାରେ ପ୍ରଭାବଶାଳୀ ନୁହେଁ, ବରଂ ଏହା ବାୟୁରେ ଥିବା କ୍ଷତିକାରକ ଜୀବାଣୁ ଏବଂ ଭୂତାଣୁକୁ ମଧ୍ୟ ଦୂର କରିଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743779389.jpg)
3/5
ମଶାମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ନିମ ଧୂଆଁ ଏକ ପାରମ୍ପରିକ ଏବଂ ପ୍ରାକୃତିକ ଉପଚାର। ଶୁଖିଲା ନିମ ପତ୍ରକୁ ଏକ ପାତ୍ରରେ ଜାଳିବା ଏବଂ ଘରେ ଧୂଆଁ କରିବା ଦ୍ୱାରା ମଶା ପାଖ ମାଡନ୍ତି ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743779413.jpg)
4/5
ଏହି ଧୂଆଁରେ ଥିବା ପ୍ରାକୃତିକ ଉପାଦାନଗୁଡିକ ମଶା ପାଇଁ ଅସହ୍ୟ ହୁଏ ସତ ଏହା ମଣିଷମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743779435.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us