Mango leaves benefits for many disease
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742829742.jpg)
1/5
ଫଳର ରାଜା ଭାବରେ ଜଣାଶୁଣା ଆମ୍ବରେ ପ୍ରଚୁର ପୋଷକ ତତ୍ତ୍ୱ ଥାଏ। ଆୟୁର୍ବେଦ ଅନୁଯାୟୀ ଆମ୍ବ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742829765.jpg)
2/5
ଷ୍ଟୋନ୍ ସମସ୍ୟାରେ ଏହା ଖୁବ୍ ଉପକାରୀ। ସେହିପରି ଆମ୍ବ ପତ୍ରର ବ୍ୟବହାର କିଡନୀ କିମ୍ବା ଗଲ୍ ବ୍ଲାଡର ଷ୍ଟୋନ୍ର ଚିକିତ୍ସାରେ ଲାଭଦାୟକ ହୋଇଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742829794.jpg)
3/5
ଆମ୍ବ ପତ୍ର ମଧ୍ୟ ଆଜ୍ମା ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742829821.jpg)
4/5
ଆମ୍ବ ପତ୍ରର ବ୍ୟବହାର ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742829850.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us