mango ginger will keep you young face will look beautiful
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740821206.jpg)
1/5
ଆମ୍ବକଷିଆ ଅଦାରେ ଏକ ଆଣ୍ଟି-ଅକ୍ସିଡାଣ୍ଟ ମସଲା। ଏହା ବ୍ୟତୀତ ଏଥିରେ ଆଣ୍ଟି-ଏଜିଂ ଗୁଣ ମଧ୍ୟ ଅଛି। ଏହା ବୟସ ଏବଂ ସ୍କିନ୍ ଉପରେ ପ୍ରଭାବ ପକାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740821229.jpg)
2/5
ଏହାକୁ ଫେସ୍ ପ୍ୟାକ୍ ଭାବେ ବ୍ୟବହାର କଲେ ଚେହେରାରେ ଚମକ ଆସେ। ଏଥିରେ ମଧ୍ୟ ଫେସ୍ ୱାଶ୍ ପ୍ରସ୍ତୁତ କରି ପ୍ରତିଦିନ ବ୍ୟବହାର କରାଯାଇପାରିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740821252.jpg)
3/5
ଏହାକୁ ସ୍କିନ୍ ବାମ୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ। ଚର୍ମରେ ପଡୁଥିବା କୁଞ୍ଚନକୁ ରୋକିବାରେ ଏହି ଆମ୍ବକଷିଆ ଅଦା ବ୍ୟବହାର କରାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740821279.jpg)
4/5
ଏଥିରେ ଅନେକ ବିଶେଷ ଔଷଧୀୟ ଗୁଣ ରହିଛି। ଏଥିରେ କର୍କୁମିନ୍ ଅଧିକ ମିଳିଥାଏ। ଏହା ଅନ୍ୟ କୌଣସି ସାଧାରଣ ଅଦାରେ ନ ଥାଏ। ଏହି ଅଦା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740821305.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us