Follow the tips tooth sensitivity and pain in cold weather
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731245214.jpg)
1/5
ଉଷୁମ ଲୁଣ ପାଣି କୁଳି: ଉଷୁମ ଲୁଣ ପାଣିରେ କୁଳି କରିବା ଦ୍ୱାରା ପାଟିରେ ଥିବା କ୍ଷତ ସହିତ ଜଡିତ ସମସ୍ୟା ଦୂର ହୁଏ। ଏହାକୁ ପ୍ରତିଦିନ କରିବା ଦ୍ୱାରା ଦାନ୍ତ ସମସ୍ୟା ଦେଖାଯାଏ ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731245242.jpg)
2/5
ପେଷ୍ଟ ଚୟନ: ଯଦି ଆପଣ ପେଷ୍ଟ ବ୍ୟବହାର କରୁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶରେ ଭଲ ପେଷ୍ଟ ବ୍ୟବହାର କରନ୍ତୁ। ନିମ, ସାହାଡା, କରଞ୍ଜ ଆଦି କାଠିରେ ଦାନ୍ତ ଘଷିଲେ ବହୁତ ଭଲ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731245263.jpg)
3/5
ଥଣ୍ଡା ଖାଦ୍ୟରୁ ଦୂରେଇ ରହିବା: ଶୀତଦିନେ ଆଇସ୍କ୍ରିମ୍ ଏବଂ ଥଣ୍ଡା ପାନୀୟ ପରି ଥଣ୍ଡା ଜିନିଷର ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731245293.jpg)
4/5
ଦୈନନ୍ଦିନ ଦାନ୍ତର ଯତ୍ନ: ନିୟମିତ ଦାନ୍ତର ଯତ୍ନ ନେବା ଉଚିତ। ପ୍ରତ୍ୟେକ ଖାଦ୍ୟ ଖାଇବା ପରେ କୁଳି କରି ଦାନ୍ତକୁ ଭଲ ଭାବେ ସଫା କରନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731245314.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us