Advertisment

Health Tips: ହଜମ ପ୍ରକ୍ରିୟାକୁ ମଜବୁତ କରେ, ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏହି ଲଟା

ଭାରତୀୟ ଆୟୁର୍ବେଦ ବୃକ୍ଷ ଭିତରେ ଗିଲୋଇର ସ୍ଥାନ ସ୍ୱତନ୍ତ୍ର। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଏହା ହଜମ ପ୍ରକ୍ରିୟାକୁ ମଜବୁତ କରେ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ। ଏହା ବ୍ୟତୀତ ଏହାର ଆହୁରି ମଧ୍ୟ ଅନେକ ଗୁଣ ରହିଛି। ଆସନ୍ତୁ ଜାଣିବା।

Explained in medicine giloy health benefits

Explained in medicine giloy health benefits

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ