ଉତ୍ସବ ଅନୁଷ୍ଠାନ Photo Gallery ପୋଜିସନ୍ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍ ପୋଜିସନ୍ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍। ଶତ୍ରୁଙ୍କୁ ଦେଖିବା ମାତ୍ରେ ବାହାରିବ ଗୁଳି...ଭୁବନେଶ୍ୱରର ସୈନିକ ସ୍କୁଲର ଡାଇମଣ୍ଡ ଜୁବୁଲି ଉତ୍ସବରେ ୧୨୦ ବାଟାଲିଅନ ପକ୍ଷରୁ ଏମିତି ହୋଇଥିଲା ଆତଙ୍କବାଦୀ ଖୋଜିବାର ଅଭିଯାନ 25 Dec 2022 22:06 ISTSarbeswar Follow Usଶତ୍ରୁଙ୍କୁ ଟାର୍ଗେଟ୍ ପାଇଁ ପ୍ରସ୍ତୁତAdvertisment 1/4ଶତ୍ରୁଙ୍କୁ ଟାର୍ଗେଟ୍ ପାଇଁ ପ୍ରସ୍ତୁତ 2/4ଯବାନ ଥିରେ ଡର କାହାକୁ? 3/4ଆମେ ଭାଇ-ଭାଇ...ଶତ୍ରୁଙ୍କୁ ଛାଡିବାନି 4/4ଏଇ ବନ୍ଧୁକରୁଏ ଗୁଳି ବାହାରିବ, ଶତ୍ରୁଙ୍କ ଛାତିରୁ ରକ୍ତ ଝରିବ Read More Bhubaneswar