Shardiya navratri 2024 day 6 maa katyayani puja
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728306012.jpg)
1/5
ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଦେବୀ ରୋଗ, ଦୁଃଖ, ଯନ୍ତ୍ରଣା, ଭୟ ଇତ୍ୟାଦିକୁ ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728306037.jpg)
2/5
ମାତା କାତ୍ୟାୟନୀଙ୍କ ପୂଜାରେ ଲାଲ ରଙ୍ଗର ପୋଷାକ ପିନ୍ଧିବାର ବିଧି ରହିଛି। ଏହା ପ୍ରେମ ଏବଂ ଉତ୍ସାହର ପ୍ରତୀକ। ନବରାତ୍ରୀ ସମୟରେ ଏହି ରଙ୍ଗର ପୋଷାକ ମା’ଙ୍କ ପ୍ରସନ୍ନତାର କାରଣ ହୁଏ ବୋଲି ଲୋକବିଶ୍ୱାସ ଚଳିଆସୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728306059.jpg)
3/5
ପ୍ରଦୋଷକାଳ ଅର୍ଥାତ୍ ଗୋଦୂଳି ସମୟରେ ଦେବୀ କାତ୍ୟାୟନୀଙ୍କୁ ପୂଜା କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଦେବୀ କାତ୍ୟାୟନୀଙ୍କୁ ମହୁ ସହିତ ପାନପତ୍ର ଅର୍ପଣ କରାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728306089.jpg)
4/5
ମାତା କାତ୍ୟାୟନୀଙ୍କ ଉପାସନା ପାଇଁ ମନ୍ତ୍ର ହେଉଛି – ଚନ୍ଦ୍ରହାସୋଜ୍ଜ୍ୱଲକରା ଶାର୍ଦ୍ଦୁଲବରବାହାନ। କାତ୍ୟାୟନୀ ଚ ଶୁଭଦା ଦେବୀ ଦାନବଘାତିନୀ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728306112.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us