Sand art at Puri sea beach on World No Tobacco Day
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653979136.jpeg)
1/6
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର ବାଲୁକା କଳା...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653979236.jpeg)
2/6
ନିଜ ବାଲୁକା କଳାରେ ‘World No Tobacco Day’ ଲେଖି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653979390.jpeg)
3/6
ତମାଖୁ ସେବନ ଦ୍ୱାରା ଲୋକେ କିପରି ନିଜ ମୃତ୍ୟୁକୁ ସ୍ୱାଗତ କରିଥାନ୍ତି, ତାହା କଳା ମାଧ୍ୟମରେ ଦର୍ଶାଇଛନ୍ତି ସୁଦର୍ଶନ ପଟ୍ଟନାୟକ...
/odishatv-khabar/media/post_attachments/uploadimage/library/16_9/16_9_0/AA_1653980330.jpeg)
4/6
ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ...
/odishatv-khabar/media/post_attachments/uploadimage/library/16_9/16_9_0/aa_1653980373.jpeg)
5/6
ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଶନ ଓଡ଼ିଶା ଏବଂ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ମିଳିତ ସହଯୋଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି...
/odishatv-khabar/media/post_attachments/uploadimage/library/16_9/16_9_0/AA_1653980407.jpeg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us