ସୁନାବେଶ
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688053336.jpg)
1/11
ରଥ ଉପରକୁ ମହାପ୍ରଭୁଙ୍କ କିରିଟ ଓ ଶ୍ରୀପୟର ନେଉଛନ୍ତି ସେବାୟତ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688053425.jpg)
2/11
ସୁନାବେଶ ପାଇଁ ମହାପ୍ରଭୁଙ୍କ ଶ୍ରୀପୟର ରଥ ଉପରକୁ ନେଉଛନ୍ତି ସେବାୟତ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688053539.jpg)
3/11
ମଣିମାଙ୍କୁ ସଜେଇ ଦେବେ ସେବାୟତ... ଅପୂର୍ବ ଦୃଶ୍ୟ ଦେଖିବା ପରେ ଆଖି ଯିବ ଲାଖି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688053764.jpg)
4/11
ରଥରେ ପହଞ୍ଚିଲାଣି ସୁନା... ସୁଭଦ୍ରାଙ୍କୁ ସଜେଇ ଦେବେ ସେବାୟତ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688053844.jpg)
5/11
ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବେଶ ହେବେ ମହାପ୍ରଭୁ.. ଏଥିପାଇଁ ରଥ ଉପରକୁ ସ୍ୱର୍ଣ୍ଣ ଆଭୂଷଣ ନେଉଛନ୍ତି ସେବାୟତ ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688053966.jpeg)
6/11
ଆହାଃ.. କି ଅପୂର୍ବ ବେଶ.. ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ..
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688054060.jpeg)
7/11
ସୁନାବେଶରେ ସଜେଇ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଲେ ବଡ଼ ଠାକୁର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688054151.jpeg)
8/11
ସୁନାବେଶରେ ମାଆ ସୁଭଦ୍ରା
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688054264.jpg)
9/11
ରଥ ଉପରେ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ଦର୍ଶନ ଦେଲେ ତିନି ଠାକୁର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688054439.jpg)
10/11
ଭକ୍ତଙ୍କ ଗହଣରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟ ଦର୍ଶନ ପ୍ରଦାନ କରୁଛନ୍ତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688054525.jpeg)
11/11
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us