ରଥଯାତ୍ରା Photo Gallery ଅପୂର୍ବ ଏ ଦୃଶ୍ୟ...ସେପଟେ ଶ୍ରୀଜିଉଙ୍କ ସ୍ନାନ, ଏପଟେ ଭକ୍ତଙ୍କ ସ୍ନାନ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିର ବାରିଧିରେ। 22 Jun 2024 13:01 ISTSonali Ojha Follow UsRain LashesAdvertisment 1/4ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ବର୍ଷିଲା ଅମୃତର ଧାରା 2/4ପ୍ରବଳ ବର୍ଷାରେ ଭକ୍ତ ଓ ଭଗବାନ କଲେ ସ୍ନାନ 3/4ପ୍ରବଳ ବର୍ଷାରେ ଭକ୍ତ ଓ ଭଗବାନ କଲେ ସ୍ନାନ 4/4ସେ ତ ଭକ୍ତର ଠାକୁର, ଭକ୍ତର କଷ୍ଟ ସହନ୍ତେ ବା କିପରି Read More