ରଥଯାତ୍ରା Photo Gallery ସ୍ନାନବେଦିରେ ଅପୂର୍ବ ଦୃଶ୍ୟ... ସୁବାସିତ ଜଳରେ ଘଷିମାଜି ହୋଇ ଗାଧୋଇଲେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜିଉ। ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା। ଅସରାଏ ବର୍ଷାରେ ପ୍ରଭୁଙ୍କୁ ଅଭିଷେକ କଲେ ଇନ୍ଦ୍ରଦେବ । 22 Jun 2024 14:49 ISTSonali Ojha Follow UsDebasnana PurnimaAdvertisment 1/4୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ 2/4ପହଞ୍ଚିଲେ ଗଜପତି ମହାରାଜ 3/4ସ୍ନାନବେଦିରେ ଗଜପତି ମହାରାଜ 4/4ଶ୍ରୀଜିଉଙ୍କ ଦିବ୍ୟସ୍ନାନ ପରେ ଆରତି କରୁଛନ୍ତି ଗଜପତି Read More