ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ଜାତୀୟ ହସ୍ତତନ୍ତ ମେଳା । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ଅକ୍ଟୋବର ୯ ତାରିଖ ଯାଏଁ ଚାଲିବ ।
Published By: Manoranjan Behera
Last updated: 12 September 2022, 10:29 PM IST
ଜାତୀୟ ହସ୍ତତନ୍ତ ମେଳାରେ ଶିଳ୍ପୀଙ୍କ ହାତ ତିଆରି କାରୁକାର୍ଯ୍ୟ
ସଜା ହୋଇଛି ଭଳିକି ଭଳି ରଙ୍ଗବେରଙ୍ଗର ଶାଢ଼ୀ
ପ୍ରଦର୍ଶିତ ହୋଇଛି ସମ୍ବଲପୁରୀ ହସ୍ତତନ୍ତ
ପ୍ରଦର୍ଶନୀ ଆରମ୍ଭରୁ ହିଁ ହସ୍ତତନ୍ତ ପ୍ରେମୀଙ୍କ ଭିଡ଼