Advertisment

୮ ବର୍ଷ ହେଲାଣି ବନ୍ଦ ହେଉଛି ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ସେବାୟତଙ୍କ ବିବାଦ ଯୋଗୁଁ ପୁଣି ଥରେ ବନ୍ଦ ହୋଇଛି କପିଳେଶ୍ଵରଙ୍କ ଯାତ ବା ହାଣ୍ଡିଭଙ୍ଗା ଯାତ। କ୍ରମାଗତ ୮ ବର୍ଷ ଧରି ବନ୍ଦ ହୋଇଛି ଏହି ଯାତ । କପିଳେଶ୍ୱର ଯାତରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସି ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ମହାଶିବରାତ୍ରି ପରେ ଶନି ମୋଚନ କରିବାକୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସୁଥିବା ମଧ୍ୟ କେହି କେହି ପ୍ରକାଶ କରନ୍ତି...ତେବେ ଏସନ ପୁଣି ଥରେ ବନ୍ଦ ହୋଇଛି ଯାତ୍ରା

ସେବାୟତଙ୍କ ମଧ୍ୟରେ ବିବାଦ: ପୁଣି ବନ୍ଦ ହେଲା ହାଣ୍ଡିଭଙ୍ଗା ଜାତ

ସେବାୟତଙ୍କ ମଧ୍ୟରେ ବିବାଦ: ପୁଣି ବନ୍ଦ ହେଲା ହାଣ୍ଡିଭଙ୍ଗା ଜାତ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ