ଉତ୍ସବ ଅନୁଷ୍ଠାନ Photo Gallery ଢୋଲ, ବାଜା ତାଳରେ ଦୁଲୁକୁଛି କୋଲକାତାର ପୂଜା ପେଣ୍ତାଲ ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ । 04 Oct 2022 13:35 ISTManoranjan Behera Follow UsDurga PujaAdvertisment 1/4ଢୋଲର ତାଳେ ତାଳେ ଧୁନୁଚି ଲୋକନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ 2/4କୋଲକାତାର ବାଗ୍ବଜାର ପୂଜା ମଣ୍ତପରେ ପୂଜା ପାଉଛନ୍ତି ମା’ଦଶଭୂଜା 3/4ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ଦୁର୍ଗତୀନାସିନୀ 4/4ମା’ଙ୍କ ଦର୍ଶନ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ Read More Dussehra