ଉତ୍ସବ ଅନୁଷ୍ଠାନ Photo Gallery ଚାରିଆଡେ ଖୁସିର ମାହୋଲ; ସିନ୍ଦୂର ଖେଳରେ ମାଆଙ୍କୁ ବିଦାୟ ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା। 05 Oct 2022 21:43 ISTPramod Behera Follow UsFarewell to Maa Durga in Sindoor KhelaAdvertisment 1/4ବିଜୟା ଦଶମୀରେ ମା'ଙ୍କୁ ବିଦାୟ 2/4ମା'ଙ୍କୁ ସିନ୍ଦୂର ଲାଗି 3/4ସିନ୍ଦୂର ଖେଳରେ ଝୁମିଲେ ବଙ୍ଗୀୟ ମହିଳା 4/4ଖୁସିରେ ପରସ୍ପରଙ୍କୁ ଲଗେଇଲେ ସିନ୍ଦୂର Read More Dussehra