Easy ways to remove holi colors from clothes
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966219.jpg)
1/7
ଅଧା କପ୍ ଧଳା ଭିନେଗାର ଏବଂ ଦୁଇ ଚାମଚ ବେକିଂ ସୋଡାକୁ ଉଷୁମ ପାଣିରେ ମିଶାନ୍ତୁ। ରଙ୍ଗ ଲାଗିଥିବା ପୋଷାକକୁ ଏହି ମିଶ୍ରଣରେ ଏକ ଘଣ୍ଟା ଭିଜାନ୍ତୁ। ତା’ପରେ ଡିଟରଜେଣ୍ଟ ପାଉଡର ସହିତ ଧୀରେ ଧୀରେ ଘଷନ୍ତୁ। ରଙ୍ଗ ଛାଡିଯିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966244.jpg)
2/7
ପୁରୁଣା ଏବଂ ଖଟା ଦହି ନେଇ ସେଥିରେ ରଙ୍ଗ ପୋଷାକକୁ କିଛି ସମୟ ଭିଜାନ୍ତୁ। ତା’ପରେ ଡିଟରଜେଣ୍ଟ ପାଉଡର ସହିତ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟା ଦୁଇ-ତିନିଥର କରିବା ଦ୍ୱାରା ରଙ୍ଗ ଛାଡିଯିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966270.jpg)
3/7
ପୋଷାକକୁ ପାଣିରେ ଧୋଇବା ପରେ ଅଳ୍ପ ବୁନ୍ଦା ମଦ ଏବଂ ପାଣି ମିଶାଇ ରଙ୍ଗ ଲାଗିଥିବା ସ୍ଥାନରେ ପକାନ୍ତୁ, ଏହାକୁ ଧୀରେ ଧୀରେ ଘଷନ୍ତୁ। ରଙ୍ଗର ଚିହ୍ନ ପଳାଇବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966294.jpg)
4/7
ରଙ୍ଗ ଲାଗିଥିବା ସ୍ଥାନରେ ଲେମ୍ବୁ ରସ ଲଗାନ୍ତୁ ଏବଂ କିହି ଲୁଣ ଛିଞ୍ଚନ୍ତୁ। ଏହାକୁ ୩୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966323.jpg)
5/7
ଧଳା ଟୁଥ୍ପେଷ୍ଟକୁ ଦାଗଯୁକ୍ତ ସ୍ଥାନରେ ଲଗାନ୍ତୁ ଏବଂ ଏହାକୁ ଧୀରେ ଧୀରେ ଘଷନ୍ତୁ। ଯଦି ଆପଣ ଚାହାଁନ୍ତି ବ୍ରଶ୍ରେ ହାଲୁକା ଭାବରେ ଘଷନ୍ତୁ ଏବଂ ତା’ପରେ ଏହାକୁ ଧୋଇ ଦିଅନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966351.jpg)
6/7
କେବଳ ଧଳା ପୋଷାକ ପାଇଁ, ସାମାନ୍ୟ ବ୍ଲିଚିଂ ବ୍ୟବହାର କରନ୍ତୁ। ଏହାକୁ ପାଣିରେ ମିଶାଇ ପୋଷାକ ଧୋଇ ଦିଅନ୍ତୁ। ରଙ୍ଗ ସହଜରେ ଛାଡିଯିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741966374.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us