ରାତି ପାହିଲେ ମା’ଙ୍କ ଅଷ୍ଟମୀ ପୂଜା । ଦୁଇବର୍ଷ ପରେ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସୁଉଚ୍ଚ ତୋରଣକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ । କରୋନାର କଳାବାଦଲ ଉଠିଯିବା ପରେ ଏବେ ଉତ୍ସବମୁଖର ହୋଇଉଠିଛି ସମସ୍ତ ପୂଜା ମଣ୍ତପ ।
Published By: Manoranjan Behera
Last updated: 02 October 2022, 07:51 PM IST
ପୂଜା ପାଇଁ ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ୱର..ରସୁଲଗଡ଼ରେ ତିଆରି ହୋଇଛି ସୁଉଚ୍ଚ ସୁନ୍ଦର ତୋରଣ
ଝଲସୁଛି ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ସୁଉଚ୍ଚ ତୋରଣ
ଭୁବନେଶ୍ୱର ୟୁନିଟ୍-୧ରେ ବିଶାଳକାୟ ତୋରଣ
ଆଲୋକମାଳାରେ ଝଲସୁଛି ଜାତୀୟ ରାଜପଥ କଡ଼ରେ ଥିବା ପଳାଶୁଣୀ ଦୁର୍ଗାପୂଜା ମଣ୍ଡପ
ବରମୁଣ୍ଡା ତୋରଣକୁ ଦେଖିଲେ ଆଖି ଲାଖି ହୋଇ ରହିଯିବ