ଉତ୍ସବ ଅନୁଷ୍ଠାନ Photo Gallery ଜମୁଛି ଐତିହାସିକ ବାଲିଯାତ୍ରା; ମହାନଦୀରେ ବୋଟିଂ ସାଙ୍ଗକୁ କଟକ-ଇନ୍-କଟକରେ ସେଲ୍ଫି ନେବାକୁ ଲାଗୁଛି ଦର୍ଶକଙ୍କ ଭିଡ଼ ବାଲିଯାତ୍ରା ଦେଖିବାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦର୍ଶକ । ବାଲିଯାତ୍ରାର ପ୍ରତିମୁହୂର୍ତ୍ତର ମଜା ଉଠାଇବାକୁ ଲୋକଙ୍କ ଲାଗିଛି ଗହଳି । ବୁଲାବୁଲି ସହ ବିଭିନ୍ନ କିସମର ଖାଦ୍ୟ ଦର୍ଶକଙ୍କ ମନ ଜିଣିଛି । ବାଲିଯାତ୍ରାରେ କିଣାକିଣି ମଧ୍ୟ ବେଶ ଜମୁଛି । ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ମହିଳାଙ୍କ ଭିଡ଼ ଲାଗିଛି । ପ୍ରାୟ ସବୁ ଷ୍ଟଲରେ ଲାଗିଛି ଲୋକଙ୍କ ଗହଳି । 15 Nov 2022 17:47 ISTManoranjan Behera Follow UsBalijatra 2022Advertisment 1/4ବାଲିଯାତ୍ରାରେ ଜମୁଛି ଲୋକଙ୍କ ଭିଡ଼ 2/4ବାଲିଯାତ୍ରାରେ ବୋଟିଂର ମଜା ଉଠାଉଛନ୍ତି ଲୋକେ 3/4ଗୁରୁଦ୍ୱାରା ଆଗରେ ଫଟୋ ପୋଜ୍ ଦେଉଛନ୍ତି ଲୋକେ 4/4କଟକ-ଇନ୍-କଟକ ପାଲଟିଛି ବାଲିଯାତ୍ରାର ମୁଖ୍ୟ ଆକର୍ଷଣ..ସେଲ୍ଫି ନେବାକୁ ଲାଗୁଛି ଲୋକଙ୍କ ଭିଡ଼ Read More