Advertisment

jio ୟୁଜରଙ୍କ ପାଇଁ ସୁଯୋଗ ; ପୁରୁଣା ପ୍ଲାନ୍‌କୁ ବି ଆକ୍ଟିଭେଟ୍‌ କରିପାରିବେ

ଏୟାରଟେଲ୍‌ ଠୁ ନେଇ ରିଲିଏନ୍ସ ଜିଓ ଯାଏ , ସବୁ ଟେଲିକମ୍‌ କଂପାନୀ ନିଜର ତାରିଫ୍‌ ପ୍ଲାନ୍‌ର ଦାମ ବଢାଇଦେଇଛନ୍ତି । ଯଦ୍ୱାରା ଗ୍ରାହକମାନେ ପୂର୍ବରୁ ସବୁ ସୁବିଧା ପାଇଁବା ପାଇଁ ଅଧିକ ଶୁଳ୍କ ଦେବାକୁ ପଡୁଛି । ଆଉ ଏହାକୁ ନେଇ ଖୁବ୍‌ ଚିନ୍ତିତ ଗ୍ରାହକମାନେ । ହେଲେ ଏହା ଭିତରେ ଏମିତି ଏକ ଉପାୟ ଅଛି , ଯାହାକି ଜିଓ ୟୁଜର ମାନେ ଚାହିଁଲେ ପୁରୁଣା ପ୍ୟାକ୍‌କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭେଟ କରିପାରିବେ । […]

jio ୟୁଜରଙ୍କ ପାଇଁ ସୁଯୋଗ ; ପୁରୁଣା ପ୍ଲାନ୍‌କୁ ବି ଆକ୍ଟିଭେଟ୍‌ କରିପାରିବେ

Jio-The-Indian-Wire-800x556

Advertisment

ଏୟାରଟେଲ୍‌ ଠୁ ନେଇ ରିଲିଏନ୍ସ ଜିଓ ଯାଏ , ସବୁ ଟେଲିକମ୍‌ କଂପାନୀ ନିଜର ତାରିଫ୍‌ ପ୍ଲାନ୍‌ର ଦାମ ବଢାଇଦେଇଛନ୍ତି । ଯଦ୍ୱାରା ଗ୍ରାହକମାନେ ପୂର୍ବରୁ ସବୁ ସୁବିଧା ପାଇଁବା ପାଇଁ ଅଧିକ ଶୁଳ୍କ ଦେବାକୁ ପଡୁଛି । ଆଉ ଏହାକୁ ନେଇ ଖୁବ୍‌ ଚିନ୍ତିତ ଗ୍ରାହକମାନେ । ହେଲେ ଏହା ଭିତରେ ଏମିତି ଏକ ଉପାୟ ଅଛି , ଯାହାକି ଜିଓ ୟୁଜର ମାନେ ଚାହିଁଲେ ପୁରୁଣା ପ୍ୟାକ୍‌କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭେଟ କରିପାରିବେ । ଏଥିପାଇଁ ୟୁଜରଙ୍କୁ କିଛି ଷ୍ଟେପ୍‌ସ କୁ ଫଲୋ କରିବାକୁ ପଡ଼ିବ -

Advertisment

publive-image୧-ଆପଣଙ୍କୁ କଂପାନୀର ୱେବସାଇଟ୍‌ jio.comକୁ ଯିବାକୁ ହେବ । ଏହାକୁ ମଧ୍ୟ ଧ୍ୟାନ ରଖିଥିବେ ଯେ, ଏହି ଉପାୟ jio ଆପ୍‌ସରୁ ଫଲୋ କରିପାରିବେ ନାହିଁ । ଏଥିପାଇଁ କେବଳ କଂପାନୀ ର ୱେବସାଇଟ୍‌କୁ ହିଁ ଯିବାକୁ ହେବ।

୨- jio.com କୁ ଯିବା ପରେ ୟୁଜରଙ୍କୁ ନିଜର ଜିଓ ନମ୍ୱରରୁ ସାଇନ୍‌-ଇନ୍‌ କରିବାକୁ ହେବ . ଏଥିପାଇଁ ଆପଣଙ୍କୁ ନିଜର ନମ୍ୱର ଏଣ୍ଟର କରି OTP ଜେନେରେଟ୍ କରିବାକୁ ହେବ । ଏହି OTP ଏଣ୍ଟର କରିବା ପରେ ଆପଣଙ୍କର ଆକାଉଣ୍ଟ ଖୋଲି ଯିବ ।

Advertisment

୩- ଏହାପରେ ଏକ ନୂଆ ସ୍କ୍ରିନ୍‌ ଖୋଲିବ । ଏଥିରେ ଡାହାଣର ଉପର ଆଡ଼କୁ ସେଟିଂର ଆଇକନ୍‌ ତିଆରି ହେବ । ଏଥିପାଇଁ କ୍ଲିକ୍‌ କରନ୍ତୁ ।

୪- ଏବେ ଯେଉଁ ବିକଳ୍ପ ଓପେନ୍‌ ହେବ ଏହାର ସବୁଠୁ ତଳେ tariff protection ଦିଆ ଯାଇଥିବ ।  ଏଥିରେ କ୍ଲିକ୍‌ କରନ୍ତୁ ।

Advertisment

୫-ଏବେ ଆପଣ ପ୍ରଥମରୁ ଯେଉଁ ସବୁ ରିଚାର୍ଜ କରିଛନ୍ତି ବା ଯେଉଁ ସବି ରିଚାର୍ଜ ଗୁଡ଼ିକ କଂପାନୀ ଲଂଚ କରିଥିଲା ତାହା ଲିଷ୍ଟ ହୋଇ ଦେଖାଯିବ ।

୬- ଏଥିରୁ ଆପଣ ପୁରୁଣା ଯେଉଁ ରିଚାର୍ଜ ବି କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ