Advertisment

ଲଜ୍ଜା ! ଟ୍ୟୁସନ ଶିକ୍ଷୟିତ୍ରୀ ଛାତ୍ରଙ୍କ ଅଶ୍ଳୀଳ ଭିଡ଼ିଓ କରି ବୟଫ୍ରେଣ୍ଡକୁ ଦେଉଥିଲେ

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି । ନବଭାରତ ଟାଇମ୍‌ସରେ ପ୍ରକାଶିତ ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ପିଲାଙ୍କୁ ପଢ଼ାଉଥିବା ବେଳେ ଏମିତି ସବୁ ଖରାପ କାମ କରିଥିଲେ । ୬ ବର୍ଷ ଓ ୩ ବର୍ଷର ଛୋଟ ଶିଶୁଙ୍କର ପୋଷାକ […]

ଲଜ୍ଜା ! ଟ୍ୟୁସନ ଶିକ୍ଷୟିତ୍ରୀ ଛାତ୍ରଙ୍କ ଅଶ୍ଳୀଳ ଭିଡ଼ିଓ କରି ବୟଫ୍ରେଣ୍ଡକୁ ଦେଉଥିଲେ

teacher arrest-2

Advertisment

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି ।

Advertisment

ନବଭାରତ ଟାଇମ୍‌ସରେ ପ୍ରକାଶିତ ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ପିଲାଙ୍କୁ ପଢ଼ାଉଥିବା ବେଳେ ଏମିତି ସବୁ ଖରାପ କାମ କରିଥିଲେ । ୬ ବର୍ଷ ଓ ୩ ବର୍ଷର ଛୋଟ ଶିଶୁଙ୍କର ପୋଷାକ ଖୋଲି ପ୍ରାଇଭେଟ ପାର୍ଟରେ ପେନ୍‌ସିଲ୍‌ ଭର୍ତ୍ତି କରି, ଏହାର ଭିଡ଼ିଓ ସୁଟ୍‌ କରିଥିଲେ। ଏହାପରେ ବୟଫ୍ରେଣ୍ଡ ପାଖକୁ ପଠାଇଥିଲେ । ପୁଲିସ୍‌ ଏହି ୧୯ ବର୍ଷୀୟା ଟ୍ୟୁସନ ଟିଚରଙ୍କୁ ଗିରଫ କରିଛି ।

ପିଲାଙ୍କ ଅଭିଭାବକମାନେ ଏହି ଦୁଇ ଜଣଙ୍କୁ ପୁଲିସଙ୍କୁ ଦେବା ପୂର୍ବରୁ ଅନେକ ମାଡ଼ ଦେଇଥିଲେ । ପୁଲିସ୍‌ ଏହି ମାମଲା ଯାଂଚ କରୁଛି ।

Advertisment

ପିଲାଙ୍କ ଅଭିଭାବକଙ୍କ କହିବାନୁସାରେ , ମଙ୍ଗଳବାର ସନ୍ଧ୍ୟାରେ ଟ୍ୟୁସନରୁ ଫେରିବାର ୨ ଘଣ୍ଟା ପରେ ନିଜର ପ୍ରାଇଭେଟ ପାର୍ଟରେ ଯନ୍ତ୍ରଣା ଅନୁଭବ କଲେ। ଯେତେବେଳେ ପିଲାର ମାଆ ଏହି କ୍ଷତ ବିଷୟରେ ପଚାରିଲେ ପିଲାଟି ଦିଦି କଣ କଣ କରିଥିଲେ ସେ ବିଷୟରେ କହିଲେ। ବଡ଼ ଝିଅକୁ ବି ପଚାରିବାରୁ ସେ ସେହି କଥା ଦିଦି ତାଙ୍କ ସହ କରିଥିବାର ମାଆଙ୍କୁ ଜଣାଇଲେ ।

ପିଲା ଦୁଇଜଣଙ୍କର ପରିବାର ଲୋକ ପଡ଼ୋଶୀରେ ରହୁଥିବା ଏହି ଟିଚର ଘରକୁ ଯାଇ ବହୁତ ପିଟିଥିଲେ ଏବଂ ପୁଲିସ୍‌ରେ ଦେଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ