Advertisment

ବିନା ଆଙ୍ଗୁଠିରେ ଆଇଫୋନ୍‌ ଚଳାଉଛନ୍ତି ଯୁବତୀ  !

ସବାନା : ଫୋନ୍‌କୁ ଅନ୍‌ଲକ୍‌ କରିବା ପାଇଁ ଆପଣ ଅନେକ ଉପାୟ ଜାଣିଥିବେ। ସୋଶାଲ୍‌ ମିଡ଼ିଆ ଆପ୍‌ରେ ଏଥିପାଇଁ ଅନେକ ପ୍ରକାରର ଭିଡ଼ିଓ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମୋବାଇଲ୍‌କୁ ଅନ୍‌ଲକ୍‌ କରିବାର ଉପାୟ କୁହାଯାଇଛି। ହେଲେ ଆପଣ ଏହି ଯୁବତୀଙ୍କ ମୋବାଇଲ୍‌ ଖୋଲିବାର ତରିକାକୁ ଦେଖିବେ ତ ଆପଣ ନାକ ଟେକିବେ। କିଛି ମସୟ ପାଇଁ ଆପଣ ଆଶ୍ଚର୍ଯ୍ୟରେ ଚାହିଁବେ ଯେ ସେ ଯୁବତୀ ଜଣକ ଏମିତି କାହିଁକି କରୁଛନ୍ତି। ଏହି ଟିକ୍‌ଟକ୍‌ ଭିଡ଼ିଓକୁ ଦେଖିଲେ […]

ବିନା ଆଙ୍ଗୁଠିରେ ଆଇଫୋନ୍‌ ଚଳାଉଛନ୍ତି ଯୁବତୀ  !

girl

Advertisment

ସବାନା : ଫୋନ୍‌କୁ ଅନ୍‌ଲକ୍‌ କରିବା ପାଇଁ ଆପଣ ଅନେକ ଉପାୟ ଜାଣିଥିବେ। ସୋଶାଲ୍‌ ମିଡ଼ିଆ ଆପ୍‌ରେ ଏଥିପାଇଁ ଅନେକ ପ୍ରକାରର ଭିଡ଼ିଓ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମୋବାଇଲ୍‌କୁ ଅନ୍‌ଲକ୍‌ କରିବାର ଉପାୟ କୁହାଯାଇଛି। ହେଲେ ଆପଣ ଏହି ଯୁବତୀଙ୍କ ମୋବାଇଲ୍‌ ଖୋଲିବାର ତରିକାକୁ ଦେଖିବେ ତ ଆପଣ ନାକ ଟେକିବେ। କିଛି ମସୟ ପାଇଁ ଆପଣ ଆଶ୍ଚର୍ଯ୍ୟରେ ଚାହିଁବେ ଯେ ସେ ଯୁବତୀ ଜଣକ ଏମିତି କାହିଁକି କରୁଛନ୍ତି।

Advertisment

ଏହି ଟିକ୍‌ଟକ୍‌ ଭିଡ଼ିଓକୁ ଦେଖିଲେ ଆପଣ ଏୟା ହିଁ ଭାବିବେ। ଏ ଯୁବତୀ ଜଣକ କେମିତି ଏଭଳି କରିପାରୁଛନ୍ତି । ନିଜର ଓଠର ଲାଳ ବା ଛେପ ପକାଇ ସେ ନିଜର ଆଇଫୋନ୍‌କୁ ଅନ୍‌ଲକ୍‌ କରୁଛନ୍ତି। ଫୋନ୍‌ରେ ଥରକୁ ଥର ଛେପ ପକାଇ ସେ ମୋବାଇଲ୍‌କୁ ସହଜ ଭାବେ ଖୋଲୁଛନ୍ତି। ଖାଲି ଏତିକି ନୁହଁ ସେ ନିଜର ଛେପ ବା ଲାଳ ଦ୍ୱାରା ସ୍ନାପ୍‌ଚାଟ୍‌ ମଧ୍ୟ ଖୋଲିଥାନ୍ତି ।

Ladbible ର ସୂଚନା ମୁତାବକ ଯୁଏସ୍‌ର ସବାନାରେ ଥିବା ରେଷ୍ଟୁରାଣ୍ଟରେ ରେକର୍ଡ ହୋଇଛି । ଏଠାରେ ଜେସିକା ୱର୍ଣ୍ଣର ନାମକ ଜଣେ ଯୁବତୀ ନିଜର ବୟଫ୍ରେଣ୍ଡ ସହ  ରେଷ୍ଟୁରାଣ୍ଟକୁ ଆସିଥାନ୍ତି । ଯେତେବେଳେ ଏହି ଜେସିକା ଏମିତି ଭାବେ ନିଜର ମୋବାଇଲ୍‌ ଖୋଲନ୍ତି ତ  ତାଙ୍କ ବୟଫ୍ରେଣ୍ଡ ଏହାକୁ ନେଇ ଟିକ୍‌ଟକ୍‌ ଭିଡ଼ିଓ କରିଥାନ୍ତି । ଆଉ ଏହି ଭିଡ଼ିଓ ଏବେ ଭାଇରାଲ୍‌ ହୋଇଛି । ଏହି ଭିଡ଼ିଓକୁ ଏକ ଲକ୍ଷ ୭୦ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ