Advertisment

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ରାୟପୁର : ଛତିଶଗଡ଼ର ଦାନ୍ତେୱାଡ଼ାରେ ଘଟିଛି ଏକ  ଆଶ୍ଚର୍ଯ୍ୟକର ଘଟଣା , ଯାହାକି ଆମର ସଭ୍ୟ ସମାଜ ପ୍ରତି ଲଜ୍ଜାକର ବିଷୟ । ଜଣେ ୧୧ ବର୍ଷୀୟା ଛାତ୍ରୀ ହୋଇଛନ୍ତି ମାଆ । ସେ ଯେଉଁ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି ,ସେଇଠି ପିଲା ଜନ୍ମ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଏହି ଘଟଣାଟି ଦାନ୍ତେୱାଡ଼ା ଜିଲ୍ଲାର ପାଟରାସ ଅଂଚଳରେ ଘଟିଛି। ଡେପୁଟି କଲେକ୍ଟର ନ୍ୟୁଜ୍‌ ଏଜେନ୍ସିକୁ ସୂଚନା ଦେଇ […]

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

baby

Advertisment

ରାୟପୁର : ଛତିଶଗଡ଼ର ଦାନ୍ତେୱାଡ଼ାରେ ଘଟିଛି ଏକ  ଆଶ୍ଚର୍ଯ୍ୟକର ଘଟଣା , ଯାହାକି ଆମର ସଭ୍ୟ ସମାଜ ପ୍ରତି ଲଜ୍ଜାକର ବିଷୟ । ଜଣେ ୧୧ ବର୍ଷୀୟା ଛାତ୍ରୀ ହୋଇଛନ୍ତି ମାଆ । ସେ ଯେଉଁ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି ,ସେଇଠି ପିଲା ଜନ୍ମ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଏହି ଘଟଣାଟି ଦାନ୍ତେୱାଡ଼ା ଜିଲ୍ଲାର ପାଟରାସ ଅଂଚଳରେ ଘଟିଛି।

Advertisment

publive-imageଡେପୁଟି କଲେକ୍ଟର ନ୍ୟୁଜ୍‌ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି , ନବଜାତ ଶିଶୁଟି ସୁସ୍ଥ ଅଛି । ଏବେ ନାବାଳିକାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି । ସେଠାରେ ତାଙ୍କୁ ଅବଜରଭେସନରେ ରଖାଯାଇଛି । ଆଉ ଘଟଣାର ପ୍ରକୃତ ସତ୍ୟାସତ୍ୟକୁ ଯାଂଚ କାରାଯାଉଛି ।

Advertisment

ଉଲ୍ଲେଖନୀୟ ଯେ ,ନିଜ ଗାଁର ଜଣେ ଯୁବକ ସହ ଗତ ୨ ବର୍ଷ ହେଲା ସଂପର୍କ ରହିଛି ବୋଲି ସ୍କୁଲ୍‌ ଅଥୋରିଟିକୁ  ନାବାଳିକା କହିଛନ୍ତି । ଏହି ଘଟଣାରେ ସ୍କୁଲ୍‌ ଅଥୋରିଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସ୍କୁଲ୍‌ ସୁପରିଣ୍ଟେଣ୍ଡେଣ୍ଟକୁ ଚାକିରୀରୁ ବହିଷ୍କାର କରାଯାଇଛି।

ନବଜାତକ ଶିଶୁଟିକୁ ନାବାଳିକାଙ୍କର ବାପାଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଡେପୁଟି କଲେକ୍ଟର ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ