Advertisment

ରାନୁଙ୍କ ପରେ ୨ବର୍ଷର ଶିଶୁ ଗାଇଲେ ଲତାଙ୍କ ଗୀତ, ସୋଶାଲ ମିଡିଆରେ ଭାଇରାଲ୍

ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍‌ ଶୀଘ୍ର ଭାଇରାଲ୍ ହେଇଛି। ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି ।  ଏହାର ସବୁଠୁ ବଡ଼  ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍‌ କା ନଗମା […]

ରାନୁଙ୍କ ପରେ ୨ବର୍ଷର ଶିଶୁ ଗାଇଲେ ଲତାଙ୍କ ଗୀତ, ସୋଶାଲ ମିଡିଆରେ ଭାଇରାଲ୍

2 years

Advertisment

 ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍‌ ଶୀଘ୍ର ଭାଇରାଲ୍ ହେଇଛି।

Advertisment

ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି ।  ଏହାର ସବୁଠୁ ବଡ଼  ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍‌ କା ନଗମା ହେ...’ ଗୀତ ଗାଉଥିବାର ଭିଡ଼ିଓ ବହୁତ ଭାଇରାଲ୍‌ ହୋଇଥିଲା ଏବଂ  ଏହା ପରେ ସେ ବଡ଼ ଷ୍ଟାର୍‌ ବନିଗଲେ ।

View this post on Instagram

#Musicon #lagjagale? #latamangeshkarji ???#babygirl?

A post shared by Pragya Medha (@pragyamedha11) on

Advertisment

ରାନୁ ମଣ୍ଡଳଙ୍କ ପରେ ଏବେ ଜଣେ ୨ ବର୍ଷର ଶିଶୁର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଶିଶୁଟି ଲତା ମଙ୍ଗେସକରଙ୍କର ପ୍ରସିଦ୍ଧ ଗୀତ ‘ଲଗ ଜା ଗଲେ...’ ଗାଉଥିବାର ନଜର ଆସୁଛନ୍ତି ।  ଏହି ଶିଶୁଟିର ନାଁ ପ୍ରଜ୍ଞା ମେଧା । ତାଙ୍କ ବୟସର ପିଲା ଠିକ୍‌ରେ କଥା କହିପାରୁନଥିବେ , ହେଲେ ଏହି ଶିଶୁଟିର ଗୀତ ଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଶିଶୁଟିଏହି ଗୀତଟିକୁ ବହୁତ ସୁନ୍ଦର ସ୍ୱରରେ ଗାଉଛନ୍ତି । ଆଉ ସମସ୍ତେ ଶିଶୁଟିର ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରୁଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ