Advertisment

୫ ବର୍ଷର ପିଲା ତାଇକୋଣ୍ଡରେ କଲେ ଗିନିଜ୍‌ ୱର୍ଲଡ ରେକର୍ଡ

ହାଇଦ୍ରାବାଦ : କମ୍‌ ବୟସ କିନ୍ତୁ ନାଁ ଖୁବ୍‌ ଚର୍ଚ୍ଚିତ ।  ୫ ବର୍ଷୀୟ ଆସମନ ତନେଜା  ତାଇକୋଣ୍ଡରେ କରିଛନ୍ତି ଗିନିଜ୍‌ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍‌ ଷ୍ଟପ୍‌ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍‌ ମାରି ଇତିହାସ ରଚିଛନ୍ତି । ଆସମନ ତନେଜା ଜଣେ ଭଲ ତାଇକୋଣ୍ଡ ଖେଳାଳି ଏବଂ କମ୍‌ ବୟସର ଜଣେ ଉତ୍ତମ ଆଥଲେଟ୍‌ ହୋଇପାରିଛନ୍ତି । ସେ ୟୁଏସଏ ର ଏକ  ୱର୍ଲଡ ଓପନେ  ତାଇକୋଣ୍ଡରେ ରଜତ […]

୫ ବର୍ଷର ପିଲା ତାଇକୋଣ୍ଡରେ କଲେ ଗିନିଜ୍‌ ୱର୍ଲଡ ରେକର୍ଡ

record chlild

Advertisment

ହାଇଦ୍ରାବାଦ : କମ୍‌ ବୟସ କିନ୍ତୁ ନାଁ ଖୁବ୍‌ ଚର୍ଚ୍ଚିତ ।  ୫ ବର୍ଷୀୟ ଆସମନ ତନେଜା  ତାଇକୋଣ୍ଡରେ କରିଛନ୍ତି ଗିନିଜ୍‌ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍‌ ଷ୍ଟପ୍‌ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍‌ ମାରି ଇତିହାସ ରଚିଛନ୍ତି ।

Advertisment

ଆସମନ ତନେଜା ଜଣେ ଭଲ ତାଇକୋଣ୍ଡ ଖେଳାଳି ଏବଂ କମ୍‌ ବୟସର ଜଣେ ଉତ୍ତମ ଆଥଲେଟ୍‌ ହୋଇପାରିଛନ୍ତି । ସେ ୟୁଏସଏ ର ଏକ  ୱର୍ଲଡ ଓପନେ  ତାଇକୋଣ୍ଡରେ ରଜତ ପଦକ ମଧ୍ୟ ପାଇଛନ୍ତି । ଏବେ ତାଙ୍କ ନାଁରେ ଏକ ଗିନିଜ୍‌ ରେକର୍ଡ ଯୋଡା ହୋଇଛି ।

ଆସମନଙ୍କ ବାପା କହିଛନ୍ତି , ‘ମୋ ପୁଅ ଏହି ରେକର୍ଡ ପାଇଁ ବହୁତ ପରିଶ୍ରମ କରିଛି । ସେ ନିଜ ଭଉଣୀ ଠାରୁ ବହୁତ ପ୍ରେରଣା ପାଇଥିଲା ଏବଂ ଏହାପରେ ସେ ଟ୍ରେନଂ ନେବା ଆରମ୍ଭ କରିଥିଲା । ଆଉ ନିଜ ନାଁରେ ରେକର୍ଡ କରିଥିଲା ।   ’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ