Advertisment

X-ray Machine Non-Functional: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ହସ୍ପିଟାଲରେ କାମ କରୁନି ଏକ୍ସ-ରେ ମେସିନ୍

ମାସେରୁ ଅଧିକ ସମୟ ହେଲାଣି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁନି ଏକ୍ସରେ ମେସିନ। ଏକ୍ସରେ କରିବାକୁ ମେଡିକାଲରୁ ଭଦ୍ରକ ସହରକୁ ଦୀର୍ଘ ୪ରୁ ୫ କିଲୋମିଟର ଯିବାକୁ ପଡୁଥିବା ବେଳେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ।

X-Ray

X-Ray Photograph: (OTV)

Advertisment

ସରକାରୀ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଡାକ୍ତରଖାନାରେ କାମ କରୁନି ଏକ୍ସ-ରେ ମେସିନ। ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ହନ୍ତସନ୍ତ ହେଉଛନ୍ତି ରୋଗୀ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

Advertisment

ମାସେରୁ ଅଧିକ ସମୟ ହେଲାଣି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁନି ଏକ୍ସରେ ମେସିନ। ଏକ୍ସରେ କରିବାକୁ ମେଡିକାଲରୁ ଭଦ୍ରକ ସହରକୁ ଦୀର୍ଘ ୪ରୁ ୫ କିଲୋମିଟର ଯିବାକୁ ପଡୁଥିବା ବେଳେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ।

ଯାହାକୁ ନେଇ ରୋଗୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଖୁବଶୀଘ୍ର ଏକ୍ସରେ ମେସିନ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଭାରପ୍ରାପ୍ତ ମେଡିକାଲ ଚିକିତ୍ସା ଅଧିକାରୀ। 

Advertisment
Odisha Patients Bhadrak Hospital Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ