Advertisment

Jagannath Printed Attire: ପିନ୍ଧା ଲୁଗାରେ ଜଗନ୍ନାଥଙ୍କୁ ଦେଖି ରାଗିଗଲେ ସେବକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ପଞ୍ଜାବୀ ଓ ଲୁଗାରେ ଜଗନ୍ନାଥଙ୍କ ଫଟୋଚିତ୍ର । ପିନ୍ଧା ଲୁଗାରେ ଜଗନ୍ନାଥଙ୍କୁ ଦେଖି ରାଗିଗଲେ ସେବକ। ଲୁଗାରେ ଜଗନ୍ନାଥଙ୍କ ଚିତ୍ର ଛପାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ଜିଦ୍ ଧରିଲେ ସେବକ।

PURI

PURI Photograph: (OTV)

Advertisment

ପଞ୍ଜାବୀ ଓ ଲୁଗାରେ ଜଗନ୍ନାଥଙ୍କ ଫଟୋଚିତ୍ର । ପିନ୍ଧା ଲୁଗାରେ ଜଗନ୍ନାଥଙ୍କୁ ଦେଖି ରାଗିଗଲେ ସେବକ। ଲୁଗାରେ ଜଗନ୍ନାଥଙ୍କ ଚିତ୍ର ଛପାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ଜିଦ୍ ଧରିଲେ ସେବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିରରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

Advertisment

ପଞ୍ଜାବୀ ଓ ଲୁଗାରେ ଜଗନ୍ନାଥଙ୍କ ଫଟୋଚିତ୍ର 
ପିନ୍ଧା ଲୁଗାରେ ଜଗନ୍ନାଥଙ୍କୁ ଦେଖି ରାଗିଗଲେ ସେବକ
ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି ବୋଲି ସେବକଙ୍କ ଜିଦ୍ 
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ