Advertisment

Vehicle Checking: ଜାନୁଆରୀ ୧ରୁ କଡ଼ାକଡ଼ି ଗାଡ଼ି ଚେକିଂ , ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆବର୍ଷରୁ ଗାଡ଼ି ଧରପଗଡ଼। ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଜୋରଦାର ହେବ ଗାଡ଼ି ଚେକିଂ। ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର। MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

Vehicle Checking

Vehicle Checking Photograph: (OTV)

Advertisment

ନୂଆବର୍ଷରୁ ଗାଡ଼ି ଧରପଗଡ଼। ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଜୋରଦାର ହେବ ଗାଡ଼ି ଚେକିଂ। ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର। MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପରିବହନ କମିଶନର କହିଛନ୍ତି, ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନନ୍ତୁ। ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା ହୋଇଛି। PUC ସାର୍ଟିଫିକେଟ ବାବଦରେ ଆଉଟଲେଟରେ ଲେଖିବାକୁ କୁହାଯାଇଛି। PUC ସାର୍ଟିଫିକେଟ କରାଇବାକୁ ସେମାନେ ଆଉଟଲେଟରେ ଲେଖିବେ। ଏବେବି ସମୟ ଅଛି, PUC ସାର୍ଟିଫିକେଟ କରାଇ ନିଅନ୍ତୁ ବୋଲି ପରିବହନ କମିଶନର କହିଛନ୍ତି। 

Advertisment

ଜାନୁଆରୀ ୧ରୁ କଡ଼ାକଡ଼ି ଗାଡ଼ି ଚେକିଂ
MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର
ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି
ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା ହୋଇଛି
PUC ସାର୍ଟିଫିକେଟ ବାବଦରେ ଆଉଟଲେଟ୍ ରେ ଲେଖିବାକୁ କହିଛୁ
PUC ସାର୍ଟିଫିକେଟ କରାଇବାକୁ ସେମାନେ ଆଉଟ୍ ଲେଟ୍ ରେ ଲେଖିବେ
ସମୟ ଅଛି, PUC ସାର୍ଟିଫିକେଟ କରାଇ ନିଅନ୍ତୁ- ପରିବହନ କମିଶନର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ