Advertisment

ଡଙ୍ଗା ସହ ସେଲ୍‌ଫି ନେବା ବେଳେ ଭାସିଗଲେ ୨ ଯୁବକ

ବାଲେଶ୍ୱର  : ଡଙ୍ଗା ସହ ସେଲ୍ଫି ନେବା ବେଳେ ଭାସିଗଲେ ୨ ଜଣ ଯୁବକ। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଅଘଟଣ ଘଟିଛି। ଦୁଇଜଣ ଯୁବକ ଡଙ୍ଗା ଭସାଇବା ପରେ ପାଣି ଭିତରେ ଏହାର ସେଲ୍ଫି ନେଉଥିଲେ। ଏତିକି ବେଳେ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା NDRF ଟିମ୍ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଅାଣିଥିଲ।

ଡଙ୍ଗା ସହ ସେଲ୍‌ଫି ନେବା ବେଳେ ଭାସିଗଲେ ୨ ଯୁବକ

swept-up

Advertisment

ବାଲେଶ୍ୱର  : ଡଙ୍ଗା ସହ ସେଲ୍ଫି ନେବା ବେଳେ ଭାସିଗଲେ ୨ ଜଣ ଯୁବକ। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଅଘଟଣ ଘଟିଛି। ଦୁଇଜଣ ଯୁବକ ଡଙ୍ଗା ଭସାଇବା ପରେ ପାଣି ଭିତରେ ଏହାର ସେଲ୍ଫି ନେଉଥିଲେ।

Advertisment

ଏତିକି ବେଳେ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା NDRF ଟିମ୍ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଅାଣିଥିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ