Missing Case Photograph: (OTV)
Advertisment
ରାଜଧାନୀରୁ ନିଖୋଜ ୨ ନାବାଳିକା ଉଦ୍ଧାର । ମୈତ୍ରୀବିହାର ଥାନା ଅଞ୍ଚଳରୁ ନିଖୋଜ ୨ ନାବାଳିକା ଉଦ୍ଧାର ହୋଇଛନ୍ତି। ଉଦ୍ଧାର ନାବାଳିକା ସୁମିତ୍ରା ଦେହୁରୀ, ଶୁଭଶ୍ରୀ ନାୟକ । ନିଖୋଜଙ୍କୁ ଖୋଜିବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା କମିଶନରେଟ ପୋଲିସ। ଧଉଳି ଅଞ୍ଚଳରୁ ନାବାଳକ ପ୍ରଦ୍ୟୁମ୍ନ ପ୍ରଧାନ ନିଖୋଜ ହୋଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/missing-case-2026-03-08-12-47-08.jpg)