Advertisment

GST Crackdown: ୨୭ ଟନ୍ ଗୁଆ ନେଇ ଯାଉଥିବା ଟ୍ରକ୍ ଜବତ, GST ଏନଫୋର୍ସମେଣ୍ଟ ଟିମର ରେଡ୍ ବେଳେ ଧରାପଡ଼ିଲା

ରେଡ୍ କରି ମାଡ଼ି ବସିଲା GST ବିଭାଗର ଏନଫୋର୍ସମେଣ୍ଟ ଟିମ୍। ଟ୍ରକଟି ସମ୍ବଲପୁରକୁ ଆସୁଥିଲା। ରାତିରେ ସହରରେ ପ୍ରବେଶ କରୁଥିବା ବେଳେ ବରେଇପାଲି ଛକ ନିକଟରେ ଜିଏସ୍ଟି ଏନଫୋର୍ସମେଣ୍ଟ ଟିମ୍ ବିଶେଷ ସୂତ୍ରରୁ ସୂଚନା ପାଇ ଟ୍ରକକୁ ଅଟକାଇଥିଲା।

Truck Seized

Truck Seized Photograph: (OTV)

Advertisment

ସମ୍ବଲପୁରରେ ଗୁଆ ବୋଝେଇ ଟ୍ରକ୍ ଜବତ। ରେଡ୍ କରି ମାଡ଼ି ବସିଲା GST ବିଭାଗର ଏନଫୋର୍ସମେଣ୍ଟ ଟିମ୍। ଟ୍ରକଟି ସମ୍ବଲପୁରକୁ ଆସୁଥିଲା। ରାତିରେ ସହରରେ ପ୍ରବେଶ କରୁଥିବା ବେଳେ ବରେଇପାଲି ଛକ ନିକଟରେ ଜିଏସ୍ଟି ଏନଫୋର୍ସମେଣ୍ଟ ଟିମ୍ ବିଶେଷ ସୂତ୍ରରୁ ସୂଚନା ପାଇ ଟ୍ରକକୁ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ପ୍ରାୟ ୨୭ ଟନ୍ ଗୁଆ ଜବତ ହୋଇଛି। 

Advertisment

ତେବେ ଡ୍ରାଇଭର ସାମଗ୍ରୀ ସମ୍ପର୍କରେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। କୌଣସି ଗୁଟ୍ ଖା କାରଖାନାକୁ ପଠାଯାଉଥିଲା କି ନାହିଁ ସ୍ପଷ୍ଟ ହୋଇନି। ଏସମ୍ପର୍କରେ ଜିଏସ୍ଟି ବିଭାଗର ପ୍ରତିକ୍ରିୟା ମିଳିପାରିନି।

ମ୍ବଲପୁରରେ ଗୁଆ ବୋଝେଇ ଟ୍ରକ୍ ଜବତ

ସମ୍ବଲପୁର ସିଟି ଜିଏସ୍ ଟି ବିଭାଗ ପକ୍ଷରୁ ଗୁଆ ଟ୍ରକ୍  ଜବତ
ବରେଇପାଲି ଛକ ନିକଟରେ ଜିଏସ୍ ଟି ଏନଫୋର୍ସମେଣ୍ଟ ଟିମ୍ ମାଡ଼ିବସିଲେ
ଟ୍ରକ୍ ରୁ ପ୍ରାୟ ୨୭ ଟନ୍ ଗୁଆ ଜବତ କରି ଛାନଭିନ୍ 
କୌଣସି ଗୁଟଖା କାରଖାନାକୁ ପଠାଯାଉଥିଲା କି ନାହିଁ ସ୍ପଷ୍ଟ ହୋଇନି

Advertisment
GST Truck
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ