Advertisment

ଘାଟରେ ବୁଡ଼ିଗଲେ ୩ ଯୁବକ

ବାଲେଶ୍ୱର: ଘାଟରେ ଗାଧୋଇବା ବେଳେ ଅଘଟଣ।  ବୁଡ଼ିଗଲେ ୩ ଯୁବକ। ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗାଁ ନିକଟ ତ୍ରିବେଣୀ ଘାଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ନୀଳଗିରିର ୫ ଯୁବକ ବୁଲିବାକୁ ଆସି ଏହି ଘାଟରେ ଗାଧୋଉଥିଲେ। କିନ୍ତୁ କୌଣସି କାରଣରୁ ଅଥଳ ପାଣିକୁ ଚାଲିଯାଇଥିଲେ। ତେବେ ୩ ଜଣ ଯୁବକ ନିଖୋଜ ହୋଇଯିବା ବେଳେ ୨ ଜଣ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବା ଜଣାପଡ଼ିଛି। ପରେ ନିଖୋଜ ଯୁବକଙ୍କୁ ଡଙ୍ଗା ସାହାଯ୍ୟରେ […]

ଘାଟରେ ବୁଡ଼ିଗଲେ ୩ ଯୁବକ

drown

Advertisment

ବାଲେଶ୍ୱର: ଘାଟରେ ଗାଧୋଇବା ବେଳେ ଅଘଟଣ।  ବୁଡ଼ିଗଲେ ୩ ଯୁବକ। ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗାଁ ନିକଟ ତ୍ରିବେଣୀ ଘାଟରେ ଏହି ଅଘଟଣ ଘଟିଛି।

Advertisment

ସୂଚନା ଅନୁସାରେ, ନୀଳଗିରିର ୫ ଯୁବକ ବୁଲିବାକୁ ଆସି ଏହି ଘାଟରେ ଗାଧୋଉଥିଲେ। କିନ୍ତୁ କୌଣସି କାରଣରୁ ଅଥଳ ପାଣିକୁ ଚାଲିଯାଇଥିଲେ। ତେବେ ୩ ଜଣ ଯୁବକ ନିଖୋଜ ହୋଇଯିବା ବେଳେ ୨ ଜଣ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବା ଜଣାପଡ଼ିଛି।

ପରେ ନିଖୋଜ ଯୁବକଙ୍କୁ ଡଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ