Advertisment

Three Brown Sugar Peddlers Arrested: ପୋଲିସ ହାତରେ ୩ କୁଖ୍ୟାତ ବ୍ରାଉନସୁଗାର ବେପାରୀ, ୩୭ ଲକ୍ଷର ବ୍ରାଉନସୁଗାର ଜବତ

୩୭ ଲକ୍ଷର ବ୍ରାଉନସୁଗାର ଜବତ, ୩ ଗିରଫ। ପୋଲିସ ହାତରେ ୩ କୁଖ୍ୟାତ ବ୍ରାଉନସୁଗାର ବେପାରୀ। ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୩ ବେପାରୀ ଗିରଫ। ଗିରଫ ଅଭିଯୁକ୍ତଙ୍କ ଘର ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସୂଚନା।

Three Brown Sugar Peddlers Arrested

ପୋଲିସ ହାତରେ ୩ କୁଖ୍ୟାତ ବ୍ରାଉନସୁଗାର ବେପାରୀ Photograph: (OTV)

Advertisment

କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ୩ କୁଖ୍ୟାତ ଧଳାଜହର ବେପାରୀ । ଅଭିଯୁକ୍ତଙ୍କଠାରୁ ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତ ସମୀର ଖାଁ, ସେକ ଇରାସଦ ମହମ୍ମଦ ଓ ମୁନା ଖାଁକୁ ଗିରଫ କରିଛି କମିଶନରେଟ ପୋଲିସ । 

Advertisment

ସମସ୍ତଙ୍କ ଘର ବାଲେଶ୍ବର ଜଳେଶ୍ବର ଅଞ୍ଚଳର ବୋଲି ସୂଚନା ରହିଛି । ଭୁବନେଶ୍ବରରେ ଧଳା ଜହର ବିକ୍ରି କରୁଥିବା ବେଳେ ଏମାନଙ୍କୁ ମାଡି ବସିଛି ପୋଲିସ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ସିନିୟର ରିପୋର୍ଟର ଚନ୍ଦନ ପାଇକରାୟ ।

  • ୩୭ ଲକ୍ଷର ବ୍ରାଉନସୁଗାର ଜବତ, ୩ ଗିରଫ
  • ପୋଲିସ ହାତରେ ୩ କୁଖ୍ୟାତ ବ୍ରାଉନସୁଗାର ବେପାରୀ
  • ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍
  • ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୩ ବେପାରୀ ଗିରଫ
  • ଗିରଫ ଅଭିଯୁକ୍ତଙ୍କ ଘର ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସୂଚନା
Advertisment
Odisha News Drug Case Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ