CMC MEETING Photograph: (OTV)
CMC ବୈଠକରେ ଉଡ଼ିଲା ଚେୟାର୍। ପୁଣି ଥରେ କଟକ ମହାନଗର ନିଗମ ବୈଠକରେ ବଡ଼ ହଙ୍ଗାମା। ଆଜି ସିଏମସି କାଉନସିଲ ବୈଠକ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଛି। ବୈଠକରେ ଚେୟାର ଫିଙ୍ଗିଛନ୍ତି କର୍ପୋରେଟର। କଟକର ୫୧ ନଂ ୱାର୍ଡରେ ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା କି ଚେୟାର ଫିଙ୍ଗିବା ସହ ପାଟି ଫୋପଡ଼ା ଫୋପଡ଼ି ସ୍ଥିତି ଉପୁଜିଥିଲା। ଗଣ୍ଡଗୋଳ ଯୋଗୁଁ ଅଧାରେ ବନ୍ଦ ହୋଇଛି CMC କାଉନସିଲ୍ ବୈଠକ।
CMC ବୈଠକରେ ଉଡ଼ିଲା ଚେୟାର୍
ସିଏମସି କାଉନସିଲ ବୈଠକରେ ଗଣ୍ଡଗୋଳ
ବୈଠକରେ ଚେୟାର ଫିଙ୍ଗିଲେ କର୍ପୋରେଟର
୫୧ ନଂ ୱାର୍ଡରେ ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ
ଗଣ୍ଡଗୋଳ ଯୋଗୁଁ ଅଧାରେ ବନ୍ଦ ହେଲା CMC କାଉନସିଲ୍ ବୈଠକ
ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ପୋରେଟର୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/cmc-meeting-2025-10-31-15-24-24.jpg)