Advertisment

ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ଅସହ୍ୟ ଗରମରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା ? ୪୧.୩ ଡିଗ୍ରୀ…

ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

heat wave

Advertisment

ଭୁବନେଶ୍ୱର: ଅସହ୍ୟ ଗରମରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ।

Advertisment

ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା ?

୪୧.୩ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର। ସେହିପରି କେନ୍ଦୁଝରଗଡ଼ରେ ୩୬.୪, ସମ୍ୱଲପୁରରେ ୩୯.୦, ସୁନ୍ଦରଗଡ଼ରେ ୩୬.୦, ହୀରାକୁଦରେ ୩୮.୯, ତାଳଚେରରେ ୩୯.୭, ଭବାନୀପାଟଣାରେ୩୯.୦, ବଲାଙ୍ଗିରରେ ୪୧.୨, କୋରାପୁଟରୁ ୩୪.୪, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୪୦.୦, ମାଲକାନଗିରିରେ ୩୮.୦, ସୋନପୁରରେ ୪୧.୩, ଦାରିଙ୍ଗବାଡ଼ିରେ ୩୪.୫, ନୟାଗଡ଼ରେ ୩୯.୦, ବୌଦ୍ଧରେ ୪୧.୦, ଛତ୍ରପୁରରେ ୩୩.୪, ପାରଳାଖେମୁଣ୍ଡିରେ ୩୭.୦, ବାଲେଶ୍ୱରରେ ୩୩.୨, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୨.୬, ଭୁବନେଶ୍ୱରରେ ୩୯.୦,  ଗୋପାଳପୁରରେ ୩୪.୧,  ପୁରୀରେ ୩୩.୮, ଅନୁଗୋଳରେ ୪୦.୩, ବାରିପଦାରେ ୩୫.୪, ଝାରସୁଗୁଡ଼ାରେ ୩୯.୪ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ