Advertisment

Teachers’ Voice Gets Louder: ରାଜଧାନୀରେ ପୁଣି ଶିକ୍ଷକଙ୍କ ହୁଙ୍କାର, ଗ୍ରେଡ୍ ପେ’ ବୃଦ୍ଧି ଓ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଗର୍ଜନ

ଲୋୟର ପିଏମଜିରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ। ମହାତ୍ମାଗାନ୍ଧୀ ମାର୍ଗରେ ଆଜି ଏକାଠି ହୋଇଛନ୍ତି ୨୫ ହଜାରରୁ ଅଧିକ ଶିକ୍ଷକ। ଗ୍ରେଡ୍ ପେ ବୃଦ୍ଧି ଆଉ ଠିକା ବ୍ୟବସ୍ଥା ଉଚ୍ଛେଦ ଭଳି ଦୁଇ ୨ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ସଂଘ।

TEACHER

TEACHER Photograph: (OTV)

Advertisment

ରାଜଧାନୀକୁପୁଣିଫେରିଲାଶିକ୍ଷକଆନ୍ଦୋଳନଲୋୟରପିଏମଜିରେଗର୍ଜିଲେପ୍ରାଥମିକଶିକ୍ଷକମହାତ୍ମାଗାନ୍ଧୀମାର୍ଗରେଆଜିଏକାଠିହୋଇଛନ୍ତି୨୫ହଜାରରୁଅଧିକଶିକ୍ଷକଗ୍ରେଡ୍ପେବୃଦ୍ଧିଆଉଠିକାବ୍ୟବସ୍ଥାଉଚ୍ଛେଦଭଳିଦୁଇଦଫାଦାବିନେଇଆଜିଠୁଅନିର୍ଦ୍ଦିଷ୍ଟକାଳପାଇଁଆନ୍ଦୋଳନକୁଓହ୍ଲାଇଛିପ୍ରାଥମିକଶିକ୍ଷକସଂଘସେପଟେଗୁରୁଜୀହରତାଳକୁଓହ୍ଲାଇଥିବାବେଳେସ୍କୁଲରେଠପ୍ହୋଇଛିପିଲାଙ୍କପାଠପଢ଼ାଆଉଏପଟେବିରୋଧୀମାମଲାରେସରକାରଙ୍କୁଝାଡ଼ିଥିବାବେଳେ, ଶିକ୍ଷକଙ୍କସହଆଲୋଚନାପରେସମସ୍ୟାରସମାଧାନହେବବୋଲିକହିଛିସରକାରୀଦଳ...

Advertisment

ରାଜଧାନୀରେଶିକ୍ଷକଙ୍କରଣହୁଙ୍କାରକ୍ଲାସରୁମ୍ବଦଳରେରାଜାରାସ୍ତାରେହଲ୍ଲାବୋଲ୍ସରକାରଙ୍କବିରୋଧରେନାରାବାଜିଆଉଦାବିପୂରଣଯାଏଁଧର୍ମଘଟଧମକଦଫାଦାବିରେଆଜିଠୁଭୁବନେଶ୍ବରଲୋୟରପିଏମଜିରେବଡ଼ଧରଣରଆନ୍ଦୋଳନକୁଓହ୍ଲାଇଛିରାଜ୍ୟପ୍ରାଥମିକଶିକ୍ଷକମହାସଂଘପ୍ରାଥମିକଶିକ୍ଷକମାନଙ୍କରମୂଳପଦବୀକୁଅପଗ୍ରେଡ୍କରିଲେବୁଲଅନୁସାରେମୂଳବେତନ୩୫ହଜାର୪ଶହଟଙ୍କାକୁବଢ଼ାଇବା, ପ୍ରାଥମିକଶିକ୍ଷାବ୍ୟବସ୍ଥାରୁଠିକାପ୍ରଥାଉଚ୍ଛେଦକରି୨୦୦୧ରୁଏଯାଏଁକାର୍ଯ୍ୟରତସମସ୍ତଶିକ୍ଷକମାନଙ୍କରଠିକାକାର୍ଯ୍ୟକାଳକୁମୂଳଚାକିରିଭାବେଗଣନାଦାବିରେହରତାଳକୁଓହ୍ଲାଇଛିସଂଘ

ବହୁବର୍ଷତଳରପୁରୁଣାଦାବିହାସଲଲାଗିଆଜିସକାଳୁମହାତ୍ମାଗାନ୍ଧୀମାର୍ଗରେଏକଜୁଟ୍ହୋଇଥିଲେସବୁଜିଲ୍ଲାରଶିକ୍ଷକଧର୍ମଘଟଭିତରେଶିକ୍ଷକଙ୍କସଂଖ୍ୟାଏତେବଢ଼ିଥିଲାଯେ, ମହାତ୍ମାଗାନ୍ଧୀମାର୍ଗରେଯେତେଆଗକୁଅନାଉଥିଲେବିଆଖିପାଉନଥିଲାଆଉଏପଟେଜଣକପରେଜଣେଶିକ୍ଷକନେତାନିଜଦାବିକୁବାରମ୍ବାରଦୋହରାଇସରକାରଙ୍କୁଦେଇଥିଲେଯୁଦ୍ଧଂଦେହିଡାକରା...

Advertisment

ସ୍କୁଲ ଛାଡ଼ି ରାଜରାସ୍ତାରେ ଗୁରୁଜୀଙ୍କ ଗର୍ଜନ

ହକ୍ପାଇଁଶିକ୍ଷକମାନେରାଜଧାନୀରେଆନ୍ଦୋଳନକରୁଥିବାବେଳେଏପଟେସ୍କୁଲରେପାଠପଢ଼ାଏକପ୍ରକାରଠପ୍ବାଲେଶ୍ବରଜିଲ୍ଲାରଭୋଗରାଇବ୍ଲକ୍ଡିଏନ୍. ନୋଡାଲଉଚ୍ଚପ୍ରାଥମିକବିଦ୍ୟାଳୟରେ ୮ଟି ଶ୍ରେଣୀକିନ୍ତୁ, ରାଜଧାନୀରେଆନ୍ଦୋଳନପାଇଁଉପସ୍ଥିତମାତ୍ରଜଣଶିକ୍ଷକଫଳରେଗୋଟିଏଗୋଟିଏକ୍ଲାସରୁମରେଦୁଇରୁତିନିଟିଲେଖାଏଁପିଲାଙ୍କୁବସାଇପଢାଇବାକୁବାଧ୍ୟହେଉଛନ୍ତିଦାୟିତ୍ବରେଥିବାଶିକ୍ଷକଆଉଏପଟେଆନ୍ଦୋଳନକେବେସରିବ, ଆଉଶିକ୍ଷକ-ଶିକ୍ଷୟିତ୍ରୀକ୍ଲାସରୁମକୁଫେରିବେତାକୁଅନାଇରହିଛନ୍ତିପିଲା...ଯାହାକୁନେଇସରକାରଙ୍କୁକଡାସମାଲୋଚନାସହବର୍ଷିଛନ୍ତିବିରୋଧୀସେପଟେନେଇଗଣଶିକ୍ଷାମନ୍ତ୍ରୀନିତ୍ୟାନନ୍ଦଗଣ୍ଡଙ୍କପ୍ରତିକ୍ରିୟାନେବାକୁଚାହଁଥିଲେବି, ଶିକ୍ଷକଙ୍କସହଆଲୋଚନାପରେସମସ୍ୟାରସମାଧାନକରାଯିବବୋଲିକହିଛନ୍ତିସରକାରୀଦଳବିଧାୟକ...

ପ୍ରାଥମିକଶିକ୍ଷକସଂଘରଅଭିଯୋଗଯେ, ଦେଶର୨୨ଟିରାଜ୍ୟରେକେନ୍ଦ୍ରୀୟହାରରେପ୍ରାଥମିକଶିକ୍ଷକଙ୍କୁ୪୨ଶହଟଙ୍କାଗ୍ରେଡପେଦିଆଯାଉଛିକିନ୍ତୁଓଡ଼ିଶାରେମାତ୍ର୨୨ଶହଟଙ୍କାଗ୍ରେଡପେରେକାମକରୁଛନ୍ତିପ୍ରାଥମିକଶିକ୍ଷକଶିକ୍ଷକମାନଙ୍କଦାବିପୂରଣପାଇଁ୨୦୧୭ରୁଆନ୍ଦୋଳନକରାଯାଇଆସୁଛିକିନ୍ତୁଏଯାଏଁକେବଳପ୍ରତିଶ୍ରୁତିପରେପ୍ରତିଶ୍ରୁତିମିଳିଥିଲେବି, ଏହାକାର୍ଯ୍ୟକାରୀହେଉନଥିବାରୁପୁଣିହରତାଳକୁଓହ୍ଲାଇଛନ୍ତିଲକ୍ଷ୫୦ହଜାରରୁଉର୍ଦ୍ଧ୍ବପ୍ରାଥମିକଶିକ୍ଷକ...

Advertisment

Teacher Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ