Advertisment

Teachers Beaten Inside School: ସ୍କୁଲ ଭିତରେ ମହାଭାରତ, ପିଲାଙ୍କ ଆଗରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ

ସ୍କୁଲ ସଫେଇ କାମକୁ ନେଇ ୨ଜଣ ଶିକ୍ଷୟିତ୍ରୀ ପିଟାପିଟି ହୋଇଥିବା ସୂଚନା ମିଳିଛି।  ଏଥିରେ ଜଣଙ୍କର ମୁହଁ ମଧ୍ୟ ଫାଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି BRCC।

Teacher Beaten

Teacher Beaten Photograph: (OTV)

Advertisment

ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ। ସମ୍ବଲପୁର ବୁର୍ଲା କିର୍ବା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

Advertisment

ସ୍କୁଲ ସଫେଇ କାମକୁ ନେଇ ୨ଜଣ ଶିକ୍ଷୟିତ୍ରୀ ପିଟାପିଟି ହୋଇଥିବା ସୂଚନା ମିଳିଛି।  ଏଥିରେ ଜଣଙ୍କର ମୁହଁ ମଧ୍ୟ ଫାଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି BRCC। 

ପିଟାପିଟି ହୋଇ ଶିକ୍ଷୟିତ୍ରୀ ଲହୁଲୁହାଣ
ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ 
ବୁର୍ଲାର କିର୍ବା ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ
ସ୍କୁଲ ସଫେଇ କାମକୁ ନେଇ ପିଟାପିଟି ହୋଇଥିବା ସୂଚନା
ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି BRCC

Advertisment
Sambalpur Teacher School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ