Advertisment

ଜିତିଲେ ସୁରେଶ ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛି କଂଗ୍ରେସ । ବରିଷ୍ଠ ନେତା ସୁରେଶ ରାଉତରାୟ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି। ୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଥିଲେ ସୁର ରାଉତରାୟ । ହେଲେ ୨୦୧୯ରେ ପୁଣି ଥରେ ତାଙ୍କର କମ୍‌ବ୍ୟାକ୍‌ ହୋଇଛି ।

ଜିତିଲେ ସୁରେଶ ରାଉତରାୟ

yu

Advertisment

ଭୁବନେଶ୍ୱର: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛି କଂଗ୍ରେସ । ବରିଷ୍ଠ ନେତା ସୁରେଶ ରାଉତରାୟ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି।

Advertisment

୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଥିଲେ ସୁର ରାଉତରାୟ । ହେଲେ ୨୦୧୯ରେ ପୁଣି ଥରେ ତାଙ୍କର କମ୍‌ବ୍ୟାକ୍‌ ହୋଇଛି ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ