ticket
Advertisment
ଭୁବନେଶ୍ୱର: ନବୀନ ନିବାସ ଆଗରେ କାକାଟପୁର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍ ମିଳିବା ପରେ ଗତକାଲି ସୁରନ୍ଦ୍ର ସେଠୀ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ପୁରୀ ବାହାରିଥିଲେ। ଶୋଭାଯାତ୍ରାରେ ପ୍ରାୟ ୧୫ହଜାର ସମର୍ଥକ ସାମିଲ ହୋଇଥିଲେ।
Advertisment
ତେବେ ହଠାତ ତାଙ୍କୁ ନାମାଙ୍କନ ଦାଖଲ ପାଇଁ ମନା କରାଯାଇଥିଲା। ଫଳରେ ସେ ଅଧା ରାସ୍ତାରୁ ନାମାଙ୍କନ ନଭରି ଫେରିଥିଲେ।
ପରେ ସମର୍ଥକମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ କାର୍ଯ୍ୟାଳୟରୁ ଫୋନ୍ରେ ନାମାଙ୍କନ ପାଇଁ ବାରଣ କରାଯାଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ticket_1626341263.jpg)