Advertisment

Girls Up in Arms: ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି, ୧୧୩ ବର୍ଷର ପୁରୁଣା କଲେଜକୁ ଅଣଦେଖା ଅଭିଯୋଗ କରି ତାତିଲେ ଛାତ୍ରୀ

‘ଶୈଳବାଳା କଲେଜ୍’କୁ ତୁରନ୍ତ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଲେଜ ସମ୍ମୁଖରେ ଆଜି ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ। ଏଇ ଦାବିରେ ଗଲା ୨୮ ଦିନ ଧରି ପିଲାମାନେ ଧାରଣାରେ ବସିଛନ୍ତି।

Shailabala College

Shailabala College Photograph: (OTV)

Advertisment

କଟକର ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାରେ ଛାତ୍ରୀ। ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଛାତ୍ରୀମାନେ ଆଜି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ୧୧୩ ବର୍ଷ ପୁରୁଣା କଲେଜକୁ କାହିଁକି ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁନି ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରୀ ?

Advertisment

 ‘ଶୈଳବାଳା କଲେଜ୍’କୁ ତୁରନ୍ତ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଲେଜ୍ ସମ୍ମୁଖରେ ଆଜି ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ। ଏଇ ଦାବିରେ ଗଲା ୨୮ ଦିନ ଧରି ପିଲାମାନେ ଧାରଣାରେ ବସିଛନ୍ତି। ତେବେ ଗତକାଲି ବଜେଟରେ ଏନେଇ କୌଣସି ଘୋଷଣା ହୋଇନଥିବା ଅଭିଯୋଗ କରି ପୁଣି ଥରେ ଧାରଣାକୁ ଜୋରଦାର କରାଯାଇଛି।

ସେପଟେ କଟକ ସଦର ଉପଜିଲ୍ଲାପାଳ ଆନ୍ଦୋଳନରତ ଛାତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି।... 

Advertisment

ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି

ତାତିଲେ କଟକ ଶୈଳବାଳା କଲେଜ ଛାତ୍ରୀ
୧୧୩ ବର୍ଷର ପୁରୁଣା କଲେଜକୁ ଅଣଦେଖା ଅଭିଯୋଗ
୨୮ ଦିନ ଧରି ଧାରଣା ସତ୍ତ୍ବେ ପୂରଣ ହୋଇନି ଦାବି
ବଜେଟରେ ଅନୁଦାନ ନଥିବାରୁ ପିଲାଙ୍କ ଗର୍ଜନ

Demand Shailabala Women's Autonomous College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ