Advertisment

Student Goes Missing : ମହାନଦୀରେ ‍‍ବଡ଼ ଅଘଟଣ, ଗାଧୋଇବା ବେଳେ ଭାସିଗଲେ ଛାତ୍ର

ମହାନଦୀରେ ବୁଡ଼ି ଛାତ୍ର ନିଖୋଜ । କଟକ ମହାନଦୀ ହାଡିଆପଠାରେ ଗାଧୋଇବା ବେଳେ ଭାସିଗଲେ ୧୬ ବର୍ଷର ବାଳକ। ନିଖୋଜ ବାଳକ କଟକ ଥୋରିଆ ସାହିର ବାବୁ ନାୟକ ।

MAHANADI-RE-BUDIGALE-CHATRA

MAHANADI-RE-BUDIGALE-CHATRA Photograph: (OTV)

Advertisment

ମହାନଦୀରେ ବୁଡ଼ି ଛାତ୍ର ନିଖୋଜ । କଟକ ମହାନଦୀ ହାଡିଆପଠାରେ ଗାଧୋଇବା ବେଳେ ଭାସିଗଲେ ୧୬ ବର୍ଷର ବାଳକ। ନିଖୋଜ ବାଳକ କଟକ ଥୋରିଆ ସାହିର ବାବୁ ନାୟକ । ନିଜ ସାଙ୍ଗଙ୍କ ସହିତ ମହାନଦୀରେ ଗାଧୋଉଥିଲେ ବାବୁ। ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲା। ଅନ୍ଧାର ହୋଇଯିବାରୁ ବନ୍ଦ ରହିଛି ସର୍ଚ୍ଚ ଅପରେସନ। ପୁଣି ଆସନ୍ତାକାଲି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। 

Advertisment

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର
ହାଡିଆପଠାରେ ଗାଧୋଇବା ବେଳେ ବୁଡିଗଲେ ଛାତ୍ର
ନିଖୋଜ ବାଳକ କଟକ ଥୋରିଆ ସାହିର ବାବୁ ନାୟକ 
ଅନ୍ଧାର ହୋଇଯିବାରୁ ବନ୍ଦ ରହିଲା ସର୍ଚ୍ଚ ଅପରେସନ
ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ଉଦ୍ଧାର କାର୍ଯ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ